ଛେନା ଦିଆ ବୁଟ ଡ଼ାଲି
ଉପକରଣ – ୪କପ୍-ବୁଟ ଡ଼ାଲି , ୨କପ୍-ଚିପୁଡ଼ା ଛେନା, ଅଟା-୨ ଚାମୁଚ, ପିଆଜ କଟା-୧ ଟା, ଅଦା-୧ ଇଞ୍ଚିର ଖଣ୍ଡ, ତେଜପତ୍ର-୪ଟି, ଚିନି-୨ ଚାମୁଚ କଞ୍ଚାଲଙ୍କା-୪ଟି, ଜିରା-୪ଚାମୁଚ, ଡ଼ାଲିଚିନି-୪ ଖଣ୍ଡ, ଲବଙ୍ଗ-୪ଟି, ଗୁଜୁରାତି-୪ଟି, ତେଲ-୪ ଟେବୁଲ ଚାମୁଚ, ଆବଶ୍ୟକ ପରିମାଣ ଅନୁଯାୟୀ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି – ପ୍ରଥମେ ବୁଟ ଡ଼ାଲିକୁ ଲୁଣ ଓ ହଳଦି ମିଶାଇ ସିଝାଇବେ । କଞ୍ଚାଲଙ୍କାକୁ ମଝିରୁ ଫାଳ କରି (ସଂପୂର୍ଣ୍ଣ କାଟିବେ ନାହିଁ) ପକେଇବେ । …



