Showing 19 Result(s)
କଳମ ଶାଗ
Uncategorized

କଳମ ଶାଗ

ଉପକରଣ କଳମ ଶାଗ-୨ ବିଡ଼ା ଫୁଟଣ-୧ ଛୋଟ ଚାମୁଚ ଶୁଖିଲା ଲଙ୍କା-୨ଟା ରସୁଣ-୧୦ଟା ପ୍ରସ୍ତୁତି- କଳମ ଶାଗକୁ ବାଛି ଧୋଇ ପାଣି ଛାଣି ରଖନ୍ତୁ । ଗରମ ତେଲରେ ଫୁଟଣ ଓ ଲଙ୍କା ପକାଇ ଭାଜନ୍ତୁ । ଫୁଟଣ ଫୁଟିଗଲେ ରସୁଣ ଛେଚିକି ପକାନ୍ତୁ । ରସୁଣ ଲାଲ ହୋଇଗଲେ ସେଥିରେ ଶାଗକୁ ପକାଇ ଭଲ କରି ଖଡ଼କି ଦିଅନ୍ତୁ । ଶାଗ ହୋଇଗଲେ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର କଳମ ଶାଗ ପ୍ରସ୍ତୁତ ହୋଇଗଲା …

Soya Beans Seeds Curry 2
Uncategorized

Soya Beans Seeds Curry

Soyabeans are an important component of Asian diets and have been consumed for thousands of years. Today, they are mainly grown in Asia and South and North America. Soybeans contain antioxidants and phytonutrients that are linked to various health benefits. Soyabeans Seeds 250 GramsBoiled Potato 4 small size ( Optional )Gralic 6 bodsOil 3 spoon …

କୋକଲି ମାଛ ( ସାରଡିନ୍ଜ ) Kokoli 4
Uncategorized

କୋକଲି ମାଛ ( ସାରଡିନ୍ଜ ) Kokoli

କୋକଲି ମାଛ ( ସାରଡିନ୍ଜ ) ମାଛକୁ ଏଇ ଦୁନିଆ ବହୁତ ସମୟରୁ ଜାଣେ । ନେପୋଲିୟନ ବୋନାପାର୍ଟ ଜଳଯାତ୍ରା ସମୟରେ ଏହି ମାଛ, କର୍ମଚାରୀ ମାନଙ୍କୁ ଆଚାର କୋକଲି ମାଛ ଭଜାରୁପେ ( ଏକ ପୁରାତନ ଖାଦ୍ୟ ସଂରକ୍ଷଣ ଉପାୟ) ରୁପେ ଖାଈବାକୁ ଦେଉଥିଲେ । ମଜାଦାର କଥା ହେଉଛି, ଏହାର ନାମ ସାରଡିନ୍ଜ, ଇଟାଲୀ ର ଏକ ଦ୍ବୀପର ନାମକୁ ନେଈ ହୋଇଥିଲା । ସେହି ଦ୍ବିପରେ ଏହି ମାଛ ପ୍ରଚୁର ପରିମାଣରେ ମିଳୁଥିବାରୁ, …

ଚିତଉ ପିଠା
Pure Vegetarian Uncategorized

ଚିତଉ ପିଠା

ଉପକରଣ – ନୂଆ ବାସନା ଅରୁଆ ଚାଉଳ ଅଧକେଜି,– ଅଧାଧୁଆ ନଡ଼ିଆ ୧ଟା (କଅଁଳ ନଡ଼ିଆ), – ସାମାନ୍ୟ ଲୁଣ ଦୁଇଚାମଚ – ତେଲ ବା ଘିଅ ପ୍ରଣାଳୀ ଚାଉଳକୁ ଧୋଇ ପରିଷ୍କାର କରି ୩/୪ ଘଣ୍ଟା ପାଣିରେ ବତୁରାଇ ଦିଅ । ନଡ଼ିଆକୁ କୋରି ଚାଉଳ ସହ ମିଶାଇ ଚିକଣ କରି ବାଟିଦିଅ । ଆଣ ଟିକେ ବହଳିଆର ହେବ ସରୁ ଚକୁଳି ଆଣଠାରୁ । ତାୱା ବା କରେଇ ଗ୍ୟାରେ ବସାଇ ଗରମ କରି …

ଗୁଲ ଗୁଲା
Uncategorized

ଗୁଲ ଗୁଲା

ଉପକରଣ – ୨୦୦ ଗ୍ରାମ ସୁଜି– ସ୍ୱାଦ ଅନୁଯାୟି ଚିନି / କିମ୍ବା ଗୁଡ– ୫ ଚାମୁଚ ଅଟା – ରିଫାଇନ ତେଲ ଛାଣିବା ପାଇଂ– ୧/୨ ଚାମୁଚ ବେକିଙ୍ଗ ସୋଢା– ୨ଟି ଅଳେଇଚ– ୧ ଚାମୁଚ ପାନ ମଧୁରି – ୧/୨ ଚାମୁଚ ଲୁ ଣ ( ସ୍ୱାଦ ‍ଅନୁଜାୟି )– ପାଣି ଗୋଲେଇବା ପାଇଂ ଗୋଟେ ପାତ୍ର ରେ ସୁଜି, ଅଟା, ଚିନି / ଗୁଡ, ପାନ ମଧୁରି, ଅଳେଇଚ, ଲୁଣ ଓ ବେକିଙ୍ଗ …

ବଥୁଆ ଶାଗ
Uncategorized

ବଥୁଆ ଶାଗ

ଉପକରଣ– ବଥୁଆ ଶାଗ ଦୁଇବିଡ଼ା ବଥୁଆ ଶାଗ ( ଓଜନରେ ୨୦୦ ଗ୍ରାମ୍)-କଖାରୁ ୫୦ ଗ୍ରାମ, -୭/୮ କୋଲା ରସୁଣ, -ଦୁଇଟା କଞ୍ଚାଲଙ୍କା, -୧ ଚାମଚ ଜୀରା, -ଶୋରିଷ ଓ କିଛି ତେଲ, -ଆବଶ୍ୟକୀୟ ଲୁଣ ଏହି ଶାଗକୁ ବାଛି ଡାଙ୍ଗ ଗୁଡ଼ିକ ବାହାର କରିଦିଅ ଏବଂ ଧୋଇସାରି କାଟିଦିଅ । କଖାରୁକୁ ଛୋଟ ଛୋଟ ଖଣ୍ଡ କରି କାଟି ଧୋଇକରି ରଖ । ରସୁଣ ଛଡ଼ାଇ ଛେଚି କରି ରଖ । କରେଈରେ ତେଲ, ଫୁଟଣ …

Uncategorized

କଲିଜା ଦୋପିଆଜ

ଉପକରଣ – କଲିଜା- ୧ କିଲୋ, ରସୁଣ-୧୦ ଗ୍ରାମ, ପିଆଜ-୨୦୦ ଗ୍ରାମ୍, ବିଲାତି ବାଇଗଣ-୫୦୦ ଗ୍ରାମ, ଗରମ ମସଲା ପାଉଡ଼ର-୪ଚାମୁଚ, ଅଦା-୨ ଇଞ୍ଚର ଖଣୋ, ଜିରା – ୧ଚାମୁଚ, କଞ୍ଚାଲଙ୍କା-୧୦ଟା, ଗୁଜୁରାତି-୬ଟା, ତେଲ-୧ କିଲୋ, ଲବଂଗ-୬ଟା, ଗୋଲମରିଚ୨ ଚାମୁଚ, ଧନିଆ-୨ବିଡ଼ା, ଡ଼ାଲଚିନି-୬ଇଞ୍ଚର ଖଣ୍ଡେ, ଆବଶ୍ୟକ ପରିମାଣରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି – ପ୍ରଥମେ କଲିଜାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ପିଆଜ, ଅଦା, ରସୁଣ ଓ କଞ୍ଚାଲଙ୍କାକୁ ମଧ୍ୟ ଛୋଟ …

error: Content is protected !!