ପୋଟଳ ଭର୍ତ୍ତା

ପ୍ରସ୍ତୁତି- ପୋଟଳରୁ ଚୋପା ଛଡ଼ାଇ ଏହାକୁ ସିଝାଇ ଦେବେ । ଏହା ସିଝିଗଲେ ଥଣ୍ଡା କରି ଚକଟି ଦେବେ । ଗରମ ତେଲରେ କଟା ପିଆଜ, କଟା ବିଲାତି ବାଇଗଣ,କଟା କଞ୍ଚାଲଙ୍କା, ଓ କଟା ଧନିଆ ପତ୍ର ପକାଇ ଭଲ କରି ଭାଜିଦେବେ । ଏହା ଭଜା ହୋଇଗଲେ ଏଥିରେ ପୋଟଳ ପକାଇ ଭଲ କରି ଖଡ଼କି ଦେବେ । ଏଥର ପୋଟଳ ଭର୍ତ୍ତା ପ୍ରସ୍ତୁତ ହୋଇଗଲା ।

Rasa Bara in temple cuisine... https://t.co/ZNghIR4Czr #sweet #snacks https://t.co/ZNghIR4Czr
Mandir Besara .. Temple Besara Recipe https://t.co/sC87TdK8ta #curry @PURIWAVES
Love Besara .. https://t.co/DXhaOGgaCs Beutiful curry with Mustard Paste .. #curry