Vegetarian

କଲରା ଭର୍ତ୍ତା

ପ୍ରସ୍ତୁତି – କଲରାରୁ ଚୋପା ଛଡ଼ାଇ ଏହାକୁ ସିଝାଇ ଦେବେ । ସିଝିଗଲେ ଏହାକୁ ଥଣ୍ଡା କରି ଚକଟି ଦେବେ । ଗରମ ତେଲରେ କଟା ପିଆଜ, କଟା ବିଲାତି , ବାଇଗଣ, କଟା କଞ୍ଚାଲଙ୍କା ଓ ଧନିଆ ପତ୍ର ଦେଇ ଭଲ କରି ଭାଜି ଦେବେ । ଏହା ଭଜା ହୋଇଗଲେ ସେଥିରୁ ଚକଟା କଲରା ଓ ଲୁଣ ପକାଇ ଭଲ କରି ଖଡ଼କି ଓହ୍ଲାଇ ଦେବେ । ବର୍ତ୍ତମାନ କଲରା ଭର୍ତ୍ତା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!