କଲରା ଭର୍ତ୍ତା

ପ୍ରସ୍ତୁତି – କଲରାରୁ ଚୋପା ଛଡ଼ାଇ ଏହାକୁ ସିଝାଇ ଦେବେ । ସିଝିଗଲେ ଏହାକୁ ଥଣ୍ଡା କରି ଚକଟି ଦେବେ । ଗରମ ତେଲରେ କଟା ପିଆଜ, କଟା ବିଲାତି , ବାଇଗଣ, କଟା କଞ୍ଚାଲଙ୍କା ଓ ଧନିଆ ପତ୍ର ଦେଇ ଭଲ କରି ଭାଜି ଦେବେ । ଏହା ଭଜା ହୋଇଗଲେ ସେଥିରୁ ଚକଟା କଲରା ଓ ଲୁଣ ପକାଇ ଭଲ କରି ଖଡ଼କି ଓହ୍ଲାଇ ଦେବେ । ବର୍ତ୍ତମାନ କଲରା ଭର୍ତ୍ତା ପ୍ରସ୍ତୁତ ହୋଇଗଲା ।

https://t.co/31s9RdaRBP spicy oil is used in the pan as a cooking base for meats and vegetables, as a spicy dipping… https://t.co/31s9RdaRBP
RT : Influenced of odia food bloggers. "Pakhala bhata" isn't the only thing we eat. https://t.co/ARaftjTgD4
RT : What's your favourite non-vegetarian #Odia dish? We love the #seafood cooked at our campsite, by Jaga bhai and his family! 😍…