କଖାରୁ ଫୁଲ ଭଜା

ଉପକରଣ – ଆବଶ୍ୟକ ଅନୁସାରେ କଖାରୁ ଫୁଲ, ଲୁଣ, ତେଲ, ହଳଦି, ଲଙ୍କାଗୁଣ୍ଡ ଓ ଅରୁଆ ଚାଉଳ ନେବେ ।

ପ୍ରସ୍ତୁତି –ପ୍ରଥମେ କଖାରୁ ଫୁଲକୁ ଚାଉଳରେ ଲଙ୍କାଗୁଣ୍ଡ, ହଳଦି ଓ ଲୁଣ ଦେଇ ବାଟି ଦେବେ । ଏହାକୁ ପିଠଉ ବୋଲି ଭାବିବେ । ୨ଟି କଖାରୁ ଫୁଲକୁ ଏକାଠି କରି ପିଠଉ ମଧ୍ୟରେ ଭଲ କରି ବୁଢ଼ାଇ ଦେବେ । ଗରମ ତେଲରେ କଖାରୁ, ଫୁଲକୁ ଓଲଟାଇ ଓଲଟାଇ ଭାଜିବେ । ଏଥର କଖାରୁ ଫୁଲ ଭଜା ପ୍ରସ୍ତୁତ ହୋଇଗଲା ।

Mango Lassi ( Indian Mango Yogurt Drink ) https://t.co/wVF6tSEG9n #sarbat #lasi #mangolasi https://t.co/wVF6tSEG9n
https://t.co/31s9RdaRBP spicy oil is used in the pan as a cooking base for meats and vegetables, as a spicy dipping… https://t.co/31s9RdaRBP
RT : Influenced of odia food bloggers. "Pakhala bhata" isn't the only thing we eat. https://t.co/ARaftjTgD4