ମୁଢ଼ି ଘାଣ୍ଟ
Non- Vegetarian

ମୁଢ଼ି ଘାଣ୍ଟ

ପ୍ରସ୍ତୁତି – ପ୍ରଥମେ ମାଛକୁ କାଟି ଧୋଇ ସେଥିରୁ ଲୁଣ ଓ ହଳଦି ଗୋଳେଇ ଭାଜି ଦିଅନ୍ତୁ । ବୁଟ ଡ଼ାଲିକୁ ଆଗରୁ ବତୁରାଇ ପ୍ରେସର କୁକରରେ ସିଝାଇ ରଖନ୍ତୁ । ଦରକାର ଅନୁସାରେ ମସଲା ବାଟି ରଖନ୍ତୁ । ଗରମ ତେଲ କରେଇରେ ମସଲା କଷି ଲାଲ କରି ଦିଅନ୍ତୁ । ଆବଶ୍ୟକ ଅନୁସାରେ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ । ଏହା ଫୁଟି ତରକାରୀ ପ୍ରସ୍ତୁତ ହୋଇଗଲେ ଓହ୍ଲାଇ ଦେବେ । ବର୍ତ୍ତମାନ ମୁଢ଼ି ଘାଣ୍ଟ ପ୍ରସ୍ତୁତ ହୋଇଗଲା । ବୁଟ ଡ଼ାଲି ବଦଳରେ ମୁଗ ଡ଼ାଲି ମଧ। ଏଥିରେ ମିଶେଇ ପାରିବେ ।

Leave a Reply

error: Content is protected !!