କାଙ୍କଣ ଭଜା

ପ୍ରସ୍ତୁତି – କାଙ୍କଣକୁ ଧୋଇ ପତଳା ପତଳା ଗୋଲ ଗୋଲ କରି କାଟି ଦିଅନ୍ତୁ ।ଲୁଣ ଓ ହଳଦି ଦେଇ ଏହାକୁ ଅଳ୍ପ ସିଝାଇ ରଖନ୍ତୁ । ପିଆଜ, ରସୁଣ ଓ ଅଦା ଆବଶ୍ୟକତା ଅନୁସାରେ ବାଟି ରଖନ୍ତୁ । ନଡ଼ିଆକୁ କୋରି ତା’ର ରସ ସଂଗ୍ରହ କରି ରଖନ୍ତୁ । ଗରମ ତେଲ କରେଇରେ ବଟା ମସଲା ଦଇ କଷନ୍ତୁ । ମସଲା ଭଲ କରି କଷି ହୋଇଗଲେ ସେଥିରେ ଆଗରୁ ପ୍ରସ୍ତୁତ ଥିବା ଦରସିଝା କାଙ୍କଣ ପକାଇ ଭଲ କରି କଷନ୍ତୁ । ତାପରେ ଏଥିରେ ନଡ଼ିଆ ରସ ପକାଇ ଘାଣ୍ଟି ଦିଅନ୍ତୁ । ଭଜାରୁ ନଡ଼ିଆ ରସ ଶୁଖିଗଲେ । ଏହାକୁ ଓହ୍ଲାଇ ପରିବେଷଣ କରନ୍ତୁ ।

Rasa Bara in temple cuisine... https://t.co/ZNghIR4Czr #sweet #snacks https://t.co/ZNghIR4Czr
Mandir Besara .. Temple Besara Recipe https://t.co/sC87TdK8ta #curry @PURIWAVES
Love Besara .. https://t.co/DXhaOGgaCs Beutiful curry with Mustard Paste .. #curry