ବନ୍ଧାକୋବି ବରା
ଉପକରଣ ବନ୍ଧାକୋବି-୫୦୦ ଗ୍ରାମ୍, କଞ୍ଚାଲଙ୍କା-୩ଟି, ପିଆଜ-୩ଟି, କଳାଜିରା-୪ଚାମୁଚ, ଦରକାର ଅନୁସାରେ ଲୁଣ ଓ ତେଲ ନିଅନ୍ତୁ । ପ୍ରସ୍ତୁତି – ପ୍ରଥମେ ବନ୍ଧାକୋବିକୁ ଟିକି ଟିକି କରି କାଟି ଭଲ ଭାବରେ ଧୋଇ ଦିଅନ୍ତୁ । ତା’ପରେ ଏଥିରୁ ପାଣି ନିଗାଡ଼ି ଦିଅନ୍ତୁ । ବଟା ବିରିରେ କଟା ବନ୍ଧାକୋବି, କଟା କଞ୍ଚାଲଙ୍କା, କଟା ପିଆଜ, କଳାଜିରା ଓ ଲୁଣ ମିଶାଇ ଭଲ କରି ଫେଣ୍ଟି ଗୋଳେଇ ଦିଅନ୍ତୁ । ଗରମ ତେଲରେ ଏହାକୁ ବରାଭଳି ତିଆରି …