ଅଣ୍ଡା ମସଲା
ଉପକରଣ – ଅଣ୍ଡା-୮ଟି, ନଡ଼ିଆ କୋରା-୨ଟା ବଡ଼ ଚାମୁଚ, ପୋସ୍ତ-୨ ଚାମୁଚ, ଚିନା ବାଦାମ ମଞ୍ଜି -୨ ବଡ଼ ଚାମୁଚ, ପିଆଜ-୬ଟା, ତେଲ-୪ଚାମୁଚ, ଦହି-୨କପ, ଅଦା – ୧ ଚାମୁଚ, ରସୁଣ-୧ ଚାମୁଚ, ଆବଶ୍ୟକ ଅନୁସାରେ ଗରମ ମସଲା, ଲୁଣ, ହଳଦି ଗୁଣ୍ଡ ଓ ଲଙ୍କା ନେବେ । ପ୍ରସ୍ତୁତି – ପ୍ରଥମେ ନଡ଼ିଆ କୋରା, ବାଦାମ ମଞ୍ଜି ଓ ପୋସ୍ତ ଏକାଠି ଭଲ କରି ବଟା ହେବ । ଗରମ ତେଲରେ ପିଆଜ, ଅଦା ଓ …


