Showing 260 Result(s)
Non- Vegetarian

ଚିଲି ପ୍ରନ୍

ପ୍ରସ୍ତୁତି – ପାଞ୍ଚପ୍ଲେଟ୍ ତିଆରି ପାଇଁ ଚିଙ୍ଗୁଡ଼ିକୁ ପ୍ରଥମେ ଧୋଇ ସଫା କରିବେ । ଏଥିରେ ମଇଦା-୧୦ ଗ୍ରାମ୍, କର୍ଣ୍ଣଫୋର-୧୦ ଗ୍ରାମ୍, ଅଜିନା ମାଟୋ-୫ ଗ୍ରାମ, ଧଳା ଗୋଳମରିଚ ଗୁଣ୍ଡ୫ ଗ୍ରାମ, ସୋୟାବିନ୍ସସ୍-୫ ଗ୍ରାମ୍, ଚିଲି ସସ୍-୧୦ ଗ୍ରାମ୍ ଓ ଆବଶ୍ୟକ ପରିମାଣରେ ଲୁଣକୁ ମିଶାଇ ଗରମ ତେଲରେ ଛାଣି ଅଲଗା ରଖିବେ ।ପୁଣି ଗରମ ତେଲରେ ଅଦା ରସୁଣ ବଟା-୨୫ ଗ୍ରାମ୍, କଞ୍ଚାଲଙ୍କା ଖଣ୍ଡ-୫ ଗ୍ରାମ, କ୍ୟ କରି ପିଆଜ ଖଣ୍ଡ-୨୫୦ ଗ୍ରାମ୍, କ୍ୟାପ୍ସିକମ୍ ଖଣ୍ଡ-୨୦୦ …

Non- Vegetarian

ଚିଲି ଚିକେନ୍

ଉପକରଣ – ହାଡ଼ ନଥିବା-୧ କିଲୋ ଚିକେନ, ଅଣ୍ଡା-୨ଟା, ରିଫାଇନ ତେଲ-୨୦୦ ଗ୍ରାମ, ପିଆଜ-୪୦୦ ଗ୍ରାମ୍, ରସୁଣ- ୧୨ କୋଲା, ଅଦା-୨ ଇଞ୍ଚର ଖଣ୍ଡେ, ଲଙ୍କା – ୭ଟା, ବିଲାତି ବାଇଗଣ ସସ୍-୧୦୦ଗ୍ରାମ୍, ଦହି-୪ ବଡ଼ ଚାମୁଚ, କର୍ଣ୍ଣଫୋର-୪ଚାମୁଚ, ହଳଦି ଗୁଣ୍ଡ-୧ ଚାମୁଚ, ଗରମ ମସଲା-୨ ଚାମୁଚ, ୧ ବିଡ଼ା-ଧନିଆ ପତ୍ର, ଆବଶ୍ୟକ ଅନୁସାରେ ଲୁଣ ଓ ପାଣି ନେବେ । ପ୍ରସ୍ତୁତି – ହାଡ଼ ନଥିବା ଚିକେନ୍‌କୁ ପରିଷ୍କାର କରି ଧୋଇ ପାଣି ଛାଣି ରଖିବେ …

Non- Vegetarian

ଛତୁ ଓ ଚିକେନ୍

ଉପକରଣ -୪କପ-କଟା ଚିକେନ୍, ୮ ଚାମୁଚ-ମଇଦା, ୪ଚାମୁଚ-ଗୋଲ କଟା ପିଆଜ, ୬ଚାମୁଚ-ବଟର, ଆବଶ୍ୟକ ପରିମାଣରେ ଲୁଣ, ବିଲାତି ସସ୍, ହଳଦି, ଲଙ୍କା ଗୁଣ୍ଡ ଓ ଚିଲି ସସ୍ ନେବେ । ପ୍ରସ୍ତୁତି – ଗରମ କରେଇରେ ବଟର ପକାଇ ଛତୁ ଓ ପିଆଜକୁ ଭାଜନ୍ତୁ । ଛତୁରୁ ପାଣି ମରିଯିବା ପରେ ସେଥିରେ ଚିକେନ୍ ଖଣ୍ଡକୁ ପକାନ୍ତୁ । ଅନ୍ୟ ଏକ ପାତ୍ରରେ ଅଳ୍ପ କିଛି ବଟର ଓ ମଇଦାକୁ ମିଶାଇ ଭଲ ଭାବରେ ମିଶ୍ରଣ ପ୍ରସ୍ତୁତ …

Non-Vegetarian Other Regional Foods

ଚାଇନିଜ୍ ଚିକେନ୍

ଉପକରଣ – ଚିକେନ୍-୨୦ ଖଣ୍ଡ, ବଟା ବଡ଼ ପିଆଜ-୨ଟା, ବଟା ଅଦା-୨ ଛୋଟ ଚାମୁଚ, ବେକି°ପାଉଡ଼ର-୧ଛୋଟ ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, ଅଣ୍ଡା-୨ଟା, କର୍ଣ୍ଣଫୁର -୪ ବଡ଼ ଚାମୁଚ, ତେଲ-୨ ଚାମୁଚ, ଗରମ ମସଲା ଗୁଣ୍ଡ-୨ ଛୋଟ ଚାମୁଚ, ଦରକାର ଅନୁସାରେ ଲୁଣ, ତେଲ ଓ ପାଣି ନେବେ । ପ୍ରସ୍ତୁତି – ଗୋଟିଏ ପାତ୍ରରେ ଅଣ୍ଡା, ବେକି’ ପାଉଡ଼ର, ପାଣି, କର୍ଣ୍ଣଫେର ଓ ୨ ଚାମୁଚ ତେଲ ପକାଇ ଭଲ କରି ଫେଣ୍ଟନ୍ତୁ । ବଟା …

Non- Vegetarian

ଭେକ୍ଟି ଫ୍ରାଏ

ଉପକରଣ – ୫୦୦ ଗ୍ରାମ୍ ମଧରେ ୫ଟ ଭେକ୍ଟ ମାଛ, ୨ ଚାମୁଚ-ବଲାତ ପୁସ୍ତ୍ର, ୧ଚାମୁଚ-ସୋୟାବିନ୍ ସସ୍, ୧୨୫ ଗ୍ରାମ-ଜିରା, ୨୫୦ ଗ୍ରାମ-ପିଆଜ, ରସୁଣ-୫୦ ଗ୍ରାମ, ଶୁଖିଲା ଲଙ୍କା-୨୫ ଗ୍ରାମ୍, ୧/୨ଚାମୁଚ-ହଳଦି, ୨୫୦ ଗ୍ରାମ-ସୋରିଷ ତେଲ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ଜିରା, ଲଙ୍କା ଓ ରସୁଣକୁ ଭଲ ଭାବରେ ବାଟି ସେଥିରେ ସୋୟାବିନ୍ ସସ୍ ଓ ବିଲାତି ବାଇଗଣ ପୁରି ମିଶାଇ ଭଲ କରି ଗୋଳାଇ ରଖନ୍ତୁ । …

Non-Vegetarian Other Regional Foods

ବେକି° କବାବ୍

ଉପକରଣ – ହାଡ଼ ନଥିବା-୧ କିଲୋ ମାଂସ, ଦହି-୨କପା, ୪ଟି-ବଡ଼ ପିଆଜ କଟା ହୋଇଥୁବା, ୬ ଚାମୁଚ-ଘିଅ, ୨ ଚାମୁଚ-କାଜୁ, ୨ ଚାମୁଚ-ଭଜା ବୁଟ ଡ଼ାଲି, ଡ଼ାଲଚିନି ଖଣୋ, ୮ଟି-ଲବଂଗ, ୨ ଚାମୁଚ-ନଡ଼ିଆ କୋରା, ୬ଟି-ଲଙ୍କା ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି – ଏକ ସରୁ କନାରେ ଦହିକୁ ରଖନ୍ତୁ । ଯେପରି ଏହାର ପାଣି ବାହାରି ଯିବ । କନାରୁ ବାହାର କରି ଏହାକୁ ଭଲ କରି ଫେଣ୍ଟି ଦିଅନ୍ତୁ । …

Non- Vegetarian

ବେକଡ ଚିଜ ଟିକେନ୍

ଉପକରଣ – ବଡ଼ ବଡ଼ ୧୨ ଖଣ୍ଡ ଚିକେନ୍, ମଇଦା-୧/୨କପ,(ଚଲା ହୋଇଥିବା), ଲୁଣ-୨ ଚାମୁଚ, ଗୋଲମରିଚ ଗୁଣ୍ଡ-ଏକ ଚାମୁଚ, ଅଣ୍ଡା-୪ଟା (ଫେଣ୍ଟା ହୋଇଥିବା), ଚିଜ୍ (କୋରା)-୧ କପ ଓ ଘିଅ-୮ଚାମୁଚ ନେବେ । ପ୍ରସ୍ତୁତି – ଚିକେନ୍ ଖଣ୍ଡ ଗୁଡ଼ିକୁ ଭଲ କରି ଧୋଇ ଘିଅରେ ଗୋଳାଇ ରଖନ୍ତୁ । ମଇଦା, ଚିଜ, ଗୋଲମରିଚ ଗୁଣ୍ଡ ଓ ଲୁଣକୁ ମିଶାନ୍ତୁ । ଅନ୍ୟ ଏକ ପାତ୍ରରେ ଅଣ୍ଡାକୁ ଫେଣ୍ଟି ରଖନ୍ତୁ ।ବର୍ତ୍ତମାନ ଚିକେନ୍‌ର ପ୍ରତ୍ୟେକ ଖଣ୍ଡକୁ ପ୍ରଥମେ …

Non- Vegetarian

ବଟର ଚିଙ୍ଗୁଡ଼ି

ଉପକରଣ – ବଡ଼ ଚିଙ୍ଗୁଡ଼ି-୫୦୦ ଗ୍ରାମ, ବଟର-୫୦ ଗ୍ରାମ, ୨ଟି-ପିଆଜ କଟା ହେବ, ଗୁଜୁରାତି-୫ ଗ୍ରାମ୍, ଦହି-ଅଧ କପ, ତେଲ-ଅଧ କପା, କାଜୁ ବଟା-ଅଧକପ, ଦରକାର ଅନୁସାରେ ଲବଙ୍ଗ, ଡ଼ାଲଚିନି, ବଟା ଅଦା, ବଟା, ରସୁଣ-୧ ଚାମୁଚ, ହଳଦି, ଲୁଣ ଓ କ୍ରିମ୍୧କପ ନେବ । ପ୍ରସ୍ତୁତି – ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ସେଥିରୁ ଗୁଣ୍ଡ ଓ ଚୋପା ଛଡ଼ାଇ ଦିଅନ୍ତୁ । ଏହାପରେ ଗରମ ତେଲରେ ଚିଙ୍ଗୁଡ଼ିକୁ ଭାଜି ଅଲଗା ରଖନ୍ତୁ । ଗୋଟିଏ ପାତ୍ରରେ …

Non- Vegetarian

ଅଣ୍ଡା ତଡ଼କା

ଉପକରଣ – ଅଣ୍ଡା-୪ଟା, ବୁଟ ଡ଼ାଲି-୨କପ, ବିରି ଢ଼ାଲି-୨କପ, କଞ୍ଚା ପିଆଜ –୪ଟା, ଅଦା-୨ ଇଞ୍ଚର ଖଣ୍ଡେ, କଞ୍ଚାଲଙ୍କା-୮ଟା, ବଡ଼ ବିଲାତି ବାଇଗଣ-୪ଟା, ଧନିଆ ପତ୍ର –୧. ବିଡ଼ା, ରସୁଣ-୪ଟି କୋଲା, ଆବଶ୍ୟକ ଅନୁସାରେ ଲୁଣ, ହଳଦି ଓ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ ବୁଟ ଡ଼ାଲି ଓ ବିରି ଡ଼ାଲିକୁ ଲୁଣ, ହଳଦି ଏବଂ ପାଣି ଦେଇ ସିଝାଇ ଦେବେ । ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ବିଲାତି ବାଇଗଣ ଓ ଧନିଆ …

Non- Vegetarian

ଅଣ୍ଡା ରୋଲ୍

ଉପକରଣ – ମଇଦା-୨୫୦ ଗ୍ରାମ, ଅଣ୍ଡା-୧୦ଟା, ପିଆଜ-୨୦୦ ଗ୍ରାମ, ଗାଜର – ୨ଟା, ବନ୍ଧା କୋବି-୧୦୦ ଗ୍ରାମ, ତେଲ-୧ କପ, ଗୋଳମରିଚ ଗୁଣ୍ଡ-୧ ଚାମୁଚ, କଳା ଲୁଣ-୧ଚାମୁଚ, ବିଲାତି ବାଇଗଣ ସସ୍-୧୦୦ଗ୍ରାମ, ଚିଲି ସସ୍-୫୦ଗ୍ରାମ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ଗାଜର, ପିଆଜ ଓ ବନ୍ଧା କୋବିକୁ ସରୁ ସରୁ ଲମ୍ବା ଲମ୍ବା କାଟି ଦେବେ । ଗରମ ତେଲରେ ଏହାକୁ ଟିକେ ଭାଜି ଦେବେ । ମଇଦାରେ ଲୁଣ …

error: Content is protected !!