କଞ୍ଚା କଦଳୀ ଚପ୍
ଉପକରଣ – କଞ୍ଚା କଦଳୀ-୪ଟି, ଆଳୁ -୨ ଟି, ପିଆଜ-୨ ଟି, ଆବଶ୍ୟକ ପରିମାଣରେ ଲୁଣ, ତେଲ, ବେସନ, ଖାଇବା ସୋଢ଼ା, କଳାଜିରା ଓ ଧନିଆ ପତ୍ର ନେବ । ପ୍ରସ୍ତୁତି – ପ୍ରଥମେ କଦଳୀକୁ ଧୋଇ ତାହାର ଦୁଇପଟ ଅଂଶକୁ କାଟି ଦେବେ । ତା’ପରେ କଦଳୀକୁ ୨ ଖଣ୍ଡ କରି ଚୋପା ଛଡ଼ାଇ ଦେବେ । ବର୍ତମାନ କଦଳୀ ଓ ଆଳୁକୁ ସିଝାଇ ଦେବେ । ତା’ପରେ ଆଳୁରୁ ଚୋପା ଛଡ଼ାଇ ଦେବେ । …
