କାଙ୍କଣ ଭଜା
ପ୍ରସ୍ତୁତି – କାଙ୍କଣକୁ ଧୋଇ ପତଳା ପତଳା ଗୋଲ ଗୋଲ କରି କାଟି ଦିଅନ୍ତୁ ।ଲୁଣ ଓ ହଳଦି ଦେଇ ଏହାକୁ ଅଳ୍ପ ସିଝାଇ ରଖନ୍ତୁ । ପିଆଜ, ରସୁଣ ଓ ଅଦା ଆବଶ୍ୟକତା ଅନୁସାରେ ବାଟି ରଖନ୍ତୁ । ନଡ଼ିଆକୁ କୋରି ତା’ର ରସ ସଂଗ୍ରହ କରି ରଖନ୍ତୁ । ଗରମ ତେଲ କରେଇରେ ବଟା ମସଲା ଦଇ କଷନ୍ତୁ । ମସଲା ଭଲ କରି କଷି ହୋଇଗଲେ ସେଥିରେ ଆଗରୁ ପ୍ରସ୍ତୁତ ଥିବା ଦରସିଝା …
