ଜହ୍ନି ଆଳୁ ପୋସ୍ତକ

ଜହ୍ନି ଆଳୁ ପୋସ୍ତକ ଉପକରଣ – ଜହ୍ନି-୨୫୦ ଗ୍ରାମ୍ -ଆଳୁ-୧୦୦ ଗ୍ରାମ୍ -କାଜୁ-୫୦ ଗ୍ରାମ୍ -ପୋସ୍ତକ-୨୫ ଗ୍ରାମ୍ – କଳା ଜିରା 1/2 ଶୁଖଲା ଲଙ୍କା-୨ଟି ରସୁଣ-୪କୋଲା ଜିରା-ଅଧ ଚାମୁଚ ପିଆଜ-୧ଟା ତେଲ-୧୫ ଗ୍ରାମ୍ ଓ ସ୍ବାଦ ଅନୁସାରେ ଲୁଣ ନେବେ ।

ପାନ ମଧୁରି ପଣା ସର୍ବତ – Fennel seed drink – Homemade without Preservatives – Saunf Sharbat

୧/୨ ଚାମୁଚ ଗୁଣ୍ଡ ପାନ ମଧୁରି ସାଙ୍ଗେ କିଛି ସ୍ୱାଦ ଅନୁଯାୟି ମିସ୍ରି ଖଣ୍ଡ , ଗୋଟେ ଗ୍ଲାସ ପାଣିରେ ରାତି ସାରା କିମ୍ବା ୩ ଘଣ୍ଟା ବତୁରାଇ ରଖିଦିଅ ପାତ୍ରରେ ବତୁରା ପାନ ମଧୁରି, ସ୍ୱାଦ ଅନୁଯାୟି ପାଣି ମିସାନ୍ତୁ କିଛି ବରଫ ଖଣ୍ଡ ପକାଇ ପରସନ୍ତୁ 1/2 spoon saunf per Glass or less according to taste Grind saunf to a fine powder, mix it with one […]

ADVERTISEMENT

Recent Posts

Archives

Categories