ଚିକେନ୍ କାଶ୍ମିରୀ
ପ୍ରସ୍ତୁତି – ୨ କିଲୋ ଚିକେନକୁ ୮ ଖଣ୍ଡରେ ବିଭକ୍ତ କରି ଭଲ କରି ଧୋଇ ଛାଣିକି ରଖିବେ । ତା’ଉପରେ ଦହି ୪୦୦ ଗ୍ରାମ୍, କର୍ଣ୍ଣଫେମ୍ବର ୩୦୦ ଗ୍ରାମ୍, ମେଥି ପତ୍ର ୨୦ଗ୍ରାମ, ଚାଇନା ଲୁଣ ୧୦ ଗ୍ରାମ, ଲାଲ ରଙଗ ୨ ଗ୍ରାମ୍ ଓ ୪ଟା ଲେମ୍ବୁର ରସ ତା’ ଉପରେ ଚିପୁଡ଼ି ୨ ଘଣ୍ଟା ପର୍ଯ୍ୟନ୍ତ ରଖିବେ । ଗରମ କରେଇରେ ୫୦୦ ଗ୍ରାମ୍ ତେଲ ଗରମ କରି ସେଥିରେ ଛେଚା ପିଆଜ …
