ପଣସ ବିରିଆନି
ଉପକରଣ – ୨ କିଲୋ-ପଣସ କଠା, ଲଙ୍କା ଗୁଣ୍ଡ-୩ ବଡ଼ ଚାମୁଚ, ହଳଦିଗୁଣ୍ଡ-୩ ଚାମୁଚ, ସରୁ ଅରୁଆ ଚାଉଳ-୧ କିଲୋ, ଲେମ୍ବୁରସ-୮ ବଡ଼ ଚାମୁଚ, କଟା ଅଦା୪ ବଡ଼ ଚାମୁଚ, କଟା ଧନିଆ ପତ୍ର-୮ ବଡ଼ ଚାମୁଚ, ଗରମ ମସଲା ଗୁଣ୍ଡ-୪ ଚାମୁଚ, ଲହୁଣୀ-୧ ଗ୍ରାମ୍, କ୍ରିମ୍ ୧-ଗ୍ରାମ୍, ଚାଟ୍ ମସଲା-୪ଚାମୁଚ, ୨କପ ଭିଜା ହୋଇ ଶୁଖା ହୋଇଥିବା ଚାଉଳ ଗୁଣ୍ଡା, ଆବଶ୍ୟକ ଅନୁସାରେ ଲୁଣ, ତେଲ ଓ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ …
