ମେଥି ଶାଗ
ଉପକରଣ- ମେଥି ଶାଗ-୨ବିଡ଼ା, ଭଜା ମୁଗ ଡାଲି-୫୦ଗ୍ରାମ, ନଡ଼ିଆ କୋରା – ଫାଳେ, ଫୁଟଣ-୧ଛୋଟ ଚାମୁଚ, ଶୁଖିଲା ଲଙ୍କା-୨ଟା, ରସୁଣ-୧୦ କୋଲା, ଆବଶ୍ୟକ ପରିମାଣରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି- ପ୍ରଥମେ ମୁଗ ଡାଲି ଭାଜି କରି ରଖନ୍ତୁ । ମେଥି ଶାଗକୁ ପରିଷ୍କାର କରି ବାଛି ଧୋଇ ପାଣି ଛାଣି ଛୋଟ ଛୋଟ କାଟିକି ରଖନ୍ତୁ । ଗରମ କରେଇରେ ପାଣି ଦେଇ ସେଥିରେ ଭଜା ମୁଗ ଡାଲି, ଲୁଣ ଓ ହଳଦି …
