Showing 52 Result(s)
Non- Vegetarian

ମାଛ ମଲାଇ

ଉପକରଣ – ମାଛ -୧ କିଲୋ, ବଡ଼ ନଡ଼ିଆ-୧ ଟା, ପିଆଜ-୨ଟା, ଛେଚା, ଅଦା-୩୦ ଗ୍ରାମ, ଧନିଆ ଗୁଣ୍ଡ-୪ଚାମୁଚ, କର୍ଣ୍ଣଫ୍ଲୋର-୨ ଚାମୁଚ, ଭିନେଗାର-୬୦ ମିଲି ଲିଟର, ହଳଦି ଗୁଣ୍ଡା-୩ଚାମୁଚ, ଆବଶ୍ୟକ ଅନୁସାରେ ସୋରିଷ ତେଲ, ଭୃଷଙ୍ଗା ପତ୍ର ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ସଫାକରି ସେଥିରେ ଲୁଣ ଭଲ ଭାବରେ ଘଷି ଦିଅନ୍ତୁ । ୧୦ ମିନିଟ ପରେ ଥଣ୍ଡା ପାଣିରେ ତାକୁ ଧୋଇ ପରିଷ୍କାର କରି ଦିଅନ୍ତୁ । ତା’ପରେ …

Non- Vegetarian

ମାଛ ପକୋଡ଼ା

ଉପକରଣ – ଭଲ ମାଛ -୧ କିଲୋ, ବେସନ-୫୦୦ ଗ୍ରାମ, ଜିରା-୫୦ ଗ୍ରାମ, ଲଙ୍କା – ୮ଟି, ଗୁଜୁରାତି-୧୦ଟା, ବଡ଼ ପିଆଜ-୨ଟି, ଦରକାର ଅନୁସାରେ ଅଦା, ରସୁଣ, ଡ଼ାଲଚିନି ଖାଇବା ସୋଢ଼ା, ଲୁଣ, ହଳଦି ଓ ସୋରିଷ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ପରିଷ୍କାର କରି ଧୋଇ କାତି ସଫା କରି ଦିଅନ୍ତୁ । ଏହାକୁ ବଡ଼ ବଡ଼ ସାଇଜ କରି କାଟି କଣ୍ଟା ବାହାର କରି ଦିଅନ୍ତୁ । ମାଛରେ ହଳଦି …

Non- Vegetarian

କ୍ରାଞ୍ଚୁ ଚିକେନ୍

ପ୍ରସ୍ତୁତି- ୮୦୦ ଗ୍ରାମ୍ ଚିକେନ୍‌କୁ ଲମ୍ବା ଲମ୍ବା କରି ୩୨ ଖଣ୍ଡ କରିବେ । ଏହା ଉପରେ ଗୋଟିଏ ଲେମ୍ବୁର ରସ ଚିପୁଡ଼ି ଦେବେ । ଧଳା ଗୋଲମରିଚ ୫ ଗ୍ରାମ୍ ଓ ସାମାନ୍ୟ ଲୁଣ ମିଶାଇ ତା’ ଉପରେ ଦେବେ । ମଇଦା ୨୫ ଗ୍ରାମ୍, କର୍ଣ୍ଣଫେର ୫୦ ଗ୍ରାମ୍, ଅଧ କପ ପାଣିରେ ଫେଣ୍ଟି ଚିକେନରେ ପକାଇ ଭଲ କରି ଗୋଳାଇ ଦେବେ । ପ୍ରତ୍ୟେକ ଚିକେନ ଖଣ୍ଡକୁ ଆଣି ୨୫୦ ଗ୍ରାମ୍ ପାଉଁରୁଟି …

Non- Vegetarian

କଞ୍ଚା ମାଛ ତରକାରୀ

ଉପକରଣ – ବଡ଼ ମାଛ -୬ପିସ୍, ପିଆଜ-୨ଟା, ରସୁଣ-୮ କୋଲା, ବିଲାତି ବାଇଗଣ -୨ଟା, କଞ୍ଚା ଲଙ୍କା-୬ଟା, ଖଟା ତୋରାଣି-୩ କପା, ହଳଦୀ-୩ଚାମୁଚ, ଫୁଟଣ-୧ ଚାମୁଚ, ଧନିଆ ପତ୍ର-୧ ବିଡ଼ା, ଆବଶ୍ୟକତା ଅନୁସାରେ ତେଲ, ହଳଦି ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଭଲ କରି ଧୋଇ ସେଥିରୁ କାତି ବାହାର କରି ଦିଅନ୍ତୁ । ସେଥିରେ ଲୁଣ ଓ ହଳଦି ଗୋଳାଇ ରଖନ୍ତୁ । ପିଆଜ, ବିଲାତି ବାଇଗଣ ଓ କଞ୍ଚାଲଙ୍କାକୁ …

Non- Vegetarian

କାଜୁ ଚିକେନ୍ କରୀ

ଉପକରଣ – ଚିକେନ୍-୨ କିଲୋ, ନଡ଼ିଆ କୋରା-୨କପ, ରସୁଣ-୨୦ କୋଲା, ଅଦା-୨ ଇଞ୍ଚ ଖଣୋ, ଧନିଆ-୫ ବଡ଼ ଚାମୁଚ, ଜିରା-୩ ଚାମୁଚ, ଶୁଖିଲା ଲଙ୍କା-୮ଟା, ଲବଂଗ-୧୦ଟା, ଡ଼ାଲଚିନି-୬ଇଞ୍ଚର ଖଣ୍ଡେ, କାଜୁ-୫୦୦ ଗ୍ରାମ, କଟା ବଡ଼ ପିଆଜ-୨ଟା, ଗୋଲମରିଚ ଗୁଣ୍ଡା-୧ ଚାମୁଚ, ତେଲ-୧୦ ଚାମୁଚ ଓ ଆବଶ୍ୟକ ଅନୁସାରେ ଲୁଣ ଏବଂ ପାଣି ନେବେ । ପ୍ରସ୍ତୁତି – ଚିକେନ୍‌କୁ ଭଲ କରି ଧୋଇ ସଫା କରିବେ । ଗରମ ତେଲ କରେଇରେ ନଡ଼ିଆ କୋରା, ରସୁଣ, ଅଦା, …

Non- Vegetarian

ଜିଞ୍ଜର ଚିକେନ୍

ଉପକରଣ – ହାଡ଼ ନଥିବା ଚିକେନ୍-୪୦୦ ଗ୍ରାମ୍, ରିଫାଇନ ତେଲ-୪୦୦ ଗ୍ରାମ, ଅଣ୍ଡା-୨ଟା, ମକା ଗୁଣ୍ଡ ବା କର୍ଣ୍ଣଫ୍ୱାର – ୧୦୦ ଗ୍ରାମ୍, ଚାଇନା ସଲ୍-୧ ଚାମୁଚ, ସୋୟାବିନ ସସ୍-୫୦ ଗ୍ରାମ, ଚିଲି ସସ୍-୫୦ ଗ୍ରାମ, ବିଲାତି ବାଇଗଣ ସସ୍-୫୦ ଗ୍ରାମ, ଲଙ୍କା ଗୁଣ୍ଡ – ୧ଚାମୁଚ, ପିଆଜ ୧୫ ୦ – ଗ୍ରାମ୍, କ୍ୟାପ୍ସିକମ-୧୫୦ ଗ୍ରାମ୍, ଅଦା-୧୦୦ ଗ୍ରାମ୍, ବ୍ଲକ ପିପର-୧ ଚାମୁଚ, ଆବଶ୍ୟକ ଅନୁସାରେ ଚିନି, ଲୁଣ ଓ ପାଣି ନେବେ । ପ୍ରସ୍ତୁତି …

Non- Vegetarian

ଇଲିଶି ମାଛର ସେରିଷ – ପୋସ୍ତ

ଇଲିଶି ମାଛର ସେରିଷ – ପୋସ୍ତ ଉପକରଣ – ୮ ଖଣ୍ଡ କଟା-ମାଛ, ସୋରିଷ ତେଲ-୧୦ ଚାମୁଚ, ପୋସ୍ତକ-୩ଚାମୁଚ, କଞ୍ଚାଲଙ୍କା-୬ଟି, ଆବଶ୍ୟକ ଅନୁସାରେ ଲୁଣ, ହଳଦି, ଚିନି ଓ ପାଣି ନିଅନ୍ତୁ । ପ୍ରସ୍ତୁତି – ପ୍ରଥମେ କଟା ମାଛକୁ ଧୋଇ ଏଥିରୁ କାତି ବାହାର କରି ପରିଷ୍କାର କରନ୍ତୁ । ଏଥିରେ ଲୁଣ, ହଳଦି ଓ ଅଳ୍ପ ସେସାରିଷ ତେଲ ମିଶାଇ ୧ ଘଣ୍ଟା ରଖନ୍ତୁ । ଗରମ ତେଲରେ ମାଛକୁ ଭାଜନ୍ତୁ । ପୋସ୍ତକ, …

Non- Vegetarian

ଇଲିଶି ମାଛ ଦହି ପୋସ୍ତ

ଉପକରଣ – କଟା ଇଲିଶି ମାଛ -୮ ଖଣ୍ଡ, ପୋସ୍ତକ ବଟା-୩ଚାମୁଚ, ଦହି-୧୦୦ଗ୍ରାମ, କଞ୍ଚା ଲଙ୍କା-୫ଟି, ଚିନି-ଅଧ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ତେଲ, ହଳଦି ଓ ପାଣି ନେବ। ପ୍ରସ୍ତୁତି – ଇଲିଶି ମାଛରେ ଲୁଣ ଓ ହଳଦି ଗୋଳାଇ ୧ ଘଣ୍ଟା ରଖି ଦିଅନ୍ତୁ । ଗରମ ତେଲରେ ଏହାକୁ ଭାଜନ୍ତୁ । ବଟା ପୋସ୍ତକ ସହିତ ଦହି ଭଲ କରି ମିଶାଇ ଦିଅନ୍ତୁ । ଏଥିରେ ଅଳ୍ପ କର୍ଣ୍ଣଫୋର ମିଶାଇଲେ ଭଲ ହେବ …

Non- Vegetarian

ଦହି ମାଛ

ଉପକରଣ – ବଡ଼ ମାଛ -୬ ପିସ୍, ଦହି-୬ଚାମୁଚ, ପିଆଜ-୨ଟା, ରସୁଣ- ୧୦ କୋଲା, ଜିରା-୨ ଚାମୁଚ, ଧନିଆ-୧ ଚାମୁଚ, ଲାଲ ଲଙ୍କା ଗୁଣ୍ଡ-୩ଚାମୁଚ, ହଳଦି-୩ଚାମୁଚ, ଧନିଆ ପତ୍ର-୨ବିଡ଼ା, ବିଲାତି ବାଇଗଣ-୧ଟା, କଞ୍ଚା ଲଙ୍କା-୬ଟି, ଲେମ୍ବୁରସ-୨ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରୁ କାତି ସଫା କରି ଦିଅନ୍ତୁ । ଏଥିରେ ଲେମ୍ବୁରସ, ଲୁଣ ଓ ହଳଦୀ ପକାଇ ଏକ ଘଣ୍ଟା …

Non- Vegetarian

କ୍ରିମ୍ ଚିକେନ୍

ପ୍ରସ୍ତୁତି – ୧. କେ.ଜି ଚିକେନ୍‌କୁ ଛୋଟ ଛୋଟ କାଟି ଲୁଣ ଓ ହଳଦି ଦେଇ ସିଝାଇ ଦିଅନ୍ତୁ । ଗୋଟିଏ ପାତ୍ରରେ ତେଲ ଗରମ କରି ଏକ କପା ପିଆଜ ଛେଚି ତା’ ମଧରେ ପକାଇ ଭାଜନ୍ତୁ । ୨୫ ଗ୍ରାମ କାଜୁ ବଟା, ୧୫୦ ଗ୍ରାମ ଦହି ଓ ୪ଟି କଞ୍ଚାଲଙ୍କା ପକାନ୍ତୁ । ଝୋଳ ବହଳିଆ ହୋଇ ଆସିଲେ ସେଥିରେ ଚିକେନକୁ ପକାଇ ଅଳ୍ପ ପାଣି ଦିଅନ୍ତୁ । କିଛି ସମୟ ପରେ …

error: Content is protected !!