Showing 52 Result(s)
Non- Vegetarian

ଅଣ୍ଡା ଭୂଜିଆ

ଉପକରଣ – ଅଣ୍ଡା-୮ଟା, ଗାଜର-୨ଟା, ବିଲାତି ବାଇଗଣ-୨ଟା, କଞ୍ଚାଲଙ୍କା-୬ଟା ପିଆଜ-୪ଟା, ତେଲ-୧ କପ, ମଟର ଛୁଇଁ ମଞ୍ଜି -୧ କପ ଓ ଆବଶ୍ୟକ ଅନୁସାରେ ଲୁଣ ଏବଂ ହଳଦି ନେବେ । ପ୍ରସ୍ତୁତି – ଗାଜର, ପିଆଜ, କଞ୍ଚାଲଙ୍କା ଓ ବିଲାତି ବାଇଗଣକୁ ଛୋଟ ଛୋଟ କରି କାଟି ଅଲଗା ରଖିବେ । ମଟର ଛୁଇଁ ମଞ୍ଜିକୁ ସିଝାଇ ଦେବେ । ଗରମ ତେଲ କରେଇରେ ପିଆଜ ଓ କଞ୍ଚାଲଙ୍କା ଭଲ ଭାବରେ ଭଜା ହେବ । …

Non- Vegetarian

ମାଛ ମୁଣ୍ଡ ପରିବା ମହୁର

ଉପକରଣ – ବଡ଼ ମାଛ ମୁଣ୍ଡ-୨ଟା, ସାରୁ-୧୦ଟି ପୁଆ, ଦେଶୀ ଆଲୁ-୧୦୦ ଗ୍ରାମ, ଆଲୁ-୪ଟି, କଞ୍ଚା କଦଳୀ-୨ଟା, ବାଇଗଣ-୨ଟା, ରସୁଣ-୨ଟା, ସୋରିଷ ତେଲ-୨ ଚାମୁଚ, ଜିରା ଏକ ଚାମୁଚ, ଲଙ୍କା-୫ଟି ଓ ଆବଶ୍ୟକ ଅନୁସାରେ ତେଲ, ଲୁଣ ଏବଂ ହଳଦି ନେବେ । ପ୍ରସ୍ତୁତି – ପ୍ରଥମେ ପରିବାକୁ ଧୋଇ ଛୋଟ ଛୋଟ କାଟି ରଖିବେ । ମାଛ ମୁଣ୍ଡକୁ ଲୁଣ ଓ ହଳଦୀ ଗୋଳାଇ ଭାଜି ରଖନ୍ତୁ । ମସଲାକୁ ବାଟି ରଖନ୍ତୁ । ଅବଶିଷ୍ଟ …

error: Content is protected !!