Showing 90 Result(s)
Vegetarian

ତଡ଼କା

ଉପକରଣ – ୨୦୦ ଗ୍ରାମ-ବିରି ଡ଼ାଲି, ୨୦୦ ଗ୍ରାମ-ବୁଟ ଡ଼ାଲି, ବିଲାତି ବାଇଗଣ-୪ଟା, ପିଆଜ-୧୦୦ ଗ୍ରାମ୍, ରସୁଣ-୧୦ ଗ୍ରାମ୍, ଅଦା-୨ ଇଞ୍ଚିରେ ଖଣ୍ଡେ, ତେଲ-୫୦ଗ୍ରାମ୍, କଞ୍ଚାଲଙ୍କା-୧୦ ଗ୍ରାମ, ଜିରା-୨ ଚାମୁଚ, ଡାଳଚିନି-୪ ଖଣ୍ଡ, ଗୁଜୁରାତି -୪ଟା, ଗୋଲମରିଚ-୧୫ଟା, ଲବଙ୍ଗ-୧୦ଟା, ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ଗୁଣ୍ଡ ନେବେ । ପ୍ରସ୍ତୁତି – ପ୍ରଥମେ ବିରି ଡ଼ାଲି ଓ ବୁଟ ଡ଼ାଲିରେ ଲୁଣ ଏବଂ ହଳଦି ମିଶାଇ ଅଧା ସିଝାଇ ଦିଅନ୍ତୁ । ପିଆଜ, କଞ୍ଚାଲଙ୍କା, ରସୁଣ …

ଶିମ୍ବ ରାଇ
Vegetarian

ଶିମ୍ବ ରାଇ

ଉପକରଣ – ଶିମ୍ବ-୨୫୦ ଗ୍ରାମ୍, ସୋରିଷ-ଆଧ ଟେବୁଲ ଚାମୁଚ, ରସୁଣ-୨କୋଲା, ବଡ଼ି-୪ଟା, ସୋରିଷ ତେଲ-୧ ଗୋଟବୁଲ ଚାମୁଚ, କଞ୍ଚାଲଙ୍କା-୧ଟା, ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି ପ୍ରଥମେ ଶିମ୍ବକୁ ଧୋଇ ଛୋଟ ଛୋଟ କରି କାଟି ରଖିବେ । ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ବାଟି ରଖିବେ । ଗରମ ତେଲରେ ଶିମ୍ବା ପକାଇ ଭାଜିବେ । ସେଥିରେ ଲୁଣ ଓ ହଳଦି ପକେଇ କମ ଆଞ୍ଚରେ ବସାଇବେ । ଶିମ୍ବା ସିଝିଗଲେ …

ସଜନା ଶାଗ
Vegetarian

ସଜନା ଶାଗ

ଉପକରଣ- ସଜନା ଶାଗ-୨, ବିଡ଼ା, ଭଜାମୁଗ ଡାଲି-୫୦ ଗ୍ରାମ, ଫାଳେ ନଡ଼ିଆ କୋରା, କଟା କଖାରୁ କିଛି ,ଫୁଟଣ-୧ ଛୋଟ ଚାମୁଚ, ଶୁଖିଲା ଲଙ୍କା-୨ଟା, ରସୁଣ-୧୦ଟା, ଆବଶ୍ୟକ ପରିମାଣରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି-ପ୍ରଥମେ ମୁଗ ଡାଲିକୁ ଭାଜିଦିଅନ୍ତୁ । ସଜନା ଶାଗକୁ ବାଛି ଧୋଇ ପାଣି ଛାଣି ରଖନ୍ତୁ । ମୁଗ ଡାଲିରେ ସହିତ କଟା କଖାରୁ କିଛି ପକାଇ ଲୁଣ ଓ ହଳଦି ପକାଇ ସିଝାଇ ଦିଅନ୍ତୁ । ମୁଗ ଡାଲି …

Vegetarian

ସଜନା ପତ୍ର ମୁଗଡ଼ାଲି

ଉପକରଣ – ମୁଗଡ଼ାଲି-୨କପ୍, ସଜନା ପତ୍ର-୪କପ୍, ରସୁଣ-୧୦କୋଲା, ଶୁଖଲା ଲଙ୍କା-୬ଟା, ଫୁଟଣ-୨ ଚାମୁଚ, ତେଲ-୨ ଚାମୁଚ, ଆବଶ୍ୟକ ମୁତାବକ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି –ପ୍ରଥମେ ମୁଗଡ଼ାଲିକୁ ଲୁଣ ଓ ହଳଦି ପକାଇ ସିଝାଇ ଦିଅନ୍ତୁ । ଏହା ସିଝିଗଲା ପରେ ଓହ୍ଲାଇ ଦେବେ । ଗରମ ତେଲ କରେଇରେ ଲଙ୍କା ଓ ଫୁଟଣ ଦେଇ ଫୁଟାନ୍ତୁ । ସେଥିରେ ଛେଚା ରସୁଣ ଓ ସଜନା ପତ୍ରକୁ ବେଶ ଭଲ କରି ଭାଜନ୍ତୁ । …

Vegetarian

ସଜନା ଛୁଇଁ ଭଜା

ଉପକରଣ- ସଜନା ଛୁଇଁ-୧୦ଟି, ପିଆଜ-୧ଟି, ତେନ୍ତୁଳି ରସ-୨ ଚାମୁଚ, – ଶୁଖିଲା ଲଙ୍କା-୬ଟା, ରସୁଣ-୭ ପାଖୁଡ଼ା, ଜିରା-୧ ଚାମୁଚ, ସୋରିଷ-୫ଚାମୁଚ, ଫୁଟଣ -୨ ଚାମୁଚ, ଗୁଡ଼-୭ଚାମୁଚ, ତେଲ-୧୦ ଚାମୁର, ଦରକାର ଅନୁସାରେ ହଳଦିଗୁଣ୍ଡ ଓ ଲୁଣା ନେବେ । ପ୍ରସ୍ତୁତି – ସଜନା ଛୁଇଁକୁ ୬ କିମ୍ବା ୭ ସେ.ମି.ରେ କାଟିକି ରଖନ୍ତୁ । ଏହାକୁ ହଳଦି ଓ ଲୁଣ ଦେଇ ସିଝାନ୍ତୁ । ସୋରିଷ, ଲଙ୍କା ଓ ରସୁଣକୁ ଏକାଠି ବାଟି ରଖନ୍ତୁ । ସଜନା …

Vegetarian

ରତ୍ନ ପଲାଉ

ଉପକରଣ – ବାସୁମତୀ ଚାଉଳ- ୬୦୦ ଗ୍ରାମ୍, ଜିରା- ୨ ଛେଟ ଚାମୁଚ, ଡ଼ାଲିଚିନି- ୩ ଇଞ୍ଚିର ଖଣ୍ଡେ, ରସୁଣ- ୬ କୋଲା, ଗୋଲ ମରିଚ- ୩୦ ଟା, ଗୁଜୁରାତି- ୧୪ଟା, କଟା କଞ୍ଚାଲଙ୍କା- ୮ଟା, ସରୁ କଟା ଗାଜର-୩୦୦ ଗ୍ରାମ, ନେଳି ମଟର- ୨୦୦ ଗ୍ରାମ୍, କଟା ବିନ୍ – ୨୦୦ ଗ୍ରାମ, ଛତୁ – ୨୦୦ ଗ୍ରାମ୍, ଖିସମିସ୍ ୪. ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – …

Vegetarian

ପୋଟଳ ଭର୍ତ୍ତା

ପ୍ରସ୍ତୁତି- ପୋଟଳରୁ ଚୋପା ଛଡ଼ାଇ ଏହାକୁ ସିଝାଇ ଦେବେ । ଏହା ସିଝିଗଲେ ଥଣ୍ଡା କରି ଚକଟି ଦେବେ । ଗରମ ତେଲରେ କଟା ପିଆଜ, କଟା ବିଲାତି ବାଇଗଣ,କଟା କଞ୍ଚାଲଙ୍କା, ଓ କଟା ଧନିଆ ପତ୍ର ପକାଇ ଭଲ କରି ଭାଜିଦେବେ । ଏହା ଭଜା ହୋଇଗଲେ ଏଥିରେ ପୋଟଳ ପକାଇ ଭଲ କରି ଖଡ଼କି ଦେବେ । ଏଥର ପୋଟଳ ଭର୍ତ୍ତା ପ୍ରସ୍ତୁତ ହୋଇଗଲା ।

Vegetarian

ପୋଟଳ ତରକାରୀ

ଉପକରଣ – ପୋଟଳ-୧୦ଟା, ଆଳୁ-୪ଟା, ପିଆଜ-୫ଟା, ରସୁଣ-୭ଟା, ଅଦା-୧ଇଞ୍ଚିର ୧ଟା, ଲାଲ ଲଙ୍କା ଗୁଣ୍ଡ-୧ ଚାମୁଚ, ଜିରାଗୁଣ୍ଡ-୨ ଚାମୁଚ, ଧନିଆ ଗୁଣ୍ଡ -୨ ଚାମୁଚ, ଗରମ ମସଲା ଗୁଣ୍ଡ-୨ ଚାମୁଚ, ହଳଦି-୨ ଚାମୁଚ, ବିଲାତି ବାଇଗଣ ଛୋଟ ୨ଟା, ଦରକାର ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ଆଳୁ ଓ ପୋଟଳକୁ ଭଲ କରି ଧୋଇ ସମାନ ଭାବରେ କାଟି ଦିଅନ୍ତୁ । ଗରମ ତେଲରେ ଆଳୁ ଓ ପୋଟଳକୁ ପକାଇ …

Vegetarian

ଫୁଲକୋବି ତରକାରୀ

ଉପକରଣ – ଗୋଟିଏ – ବଡ଼ ଫୁଲକୋବି, ଆଳୁ- ୬ଟି, ବିଲାତି ବାଇଗଣ୨ଟି, ଗୁଜୁରାତି-୪ଟି, ତେଜପତ୍ର-୫ଟି, ହଳଦିଗୁଣ୍ଡ-ଅଧ ଚାମୁଚ, ଅଦା-ଛେଟ ଖଣ୍ଡ, ପିଆଜ-୪ଟି, ରସୁଣ-୨ଟି, ଗରମ ମସଲା ଗୁଣ୍ଡା-୩ଚାମୁଚ, ଅଳ୍ପ ଡ଼ାଲିଚିନି କଟା ଧନିଆ ପତ୍ର-୨ ଚାମୁଚ, ଦରକାର ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – ଫୁଲକୋବିକୁ କାଟି ଛୋଟ ଛୋଟ କରି ଦିଅନ୍ତୁ । ଆଳୁ କାଟି ଛୋଟ ଛୋଟ କରି ଦିଅନ୍ତୁ । ଆଳୁ ଓ ଫୁଲକୋବି ସହିତ ଲୁଣ …

Vegetarian

ଫୁଲକୋବି, ବରା

ଉପକରଣ – ଫୁଲକୋବି-୨ଟା, ଚାଉଳ-୧ କପ, ଜିରା-୧ ଚାମୁଚ, ଅଦା ୨ ଇଞ୍ଚିର ଖଣ୍ଡେ, କଞ୍ଚାଲଙ୍କା-୧୦ଟି, ରସୁଣ- ୧୨ କୋଲା, ପିଆଜ-୨ଟା, ତେଲ୨କପ୍, ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି – ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କାଟି ଦିଅନ୍ତୁ । ଏଥିରେ ଲୁଣ ଓ ହଳଦି ମିଶାଇ ସିଝାଇ ଦିଅନ୍ତୁ । ଚାଉଳକୁ ଆଗରୁ ବତୁରାଇ ରଖନ୍ତୁ । ବତୁରା ଚାଉଳ ସହିତ ଜିରା, ଅଦା, ରସୁଣ ଓ କଞ୍ଚାଲଙ୍କାକୁ ଚିକ୍କଣ …

error: Content is protected !!