Showing 52 Result(s)
Non- Vegetarian

କୋକନଟ ଗ୍ରେଭୀରେ ଚିକେନ୍

ଉପକରଣ – ଚିକେନ୍-୨କିଲୋ, କୋରା ନଡ଼ିଆ-୪କପ, ଅଦା-୨ ଇଞ୍ଚ ଖଣ୍ଡେ, ସୋରିଷ-୧/୨ କୋଲା, ଶୁଖିଲା ଲଙ୍କା-୮ଟି, ଧନିଆ-୮ଟି ଛୋଟ ଚାମୁଚ, ଜିରା-୧ ଚାମୁଚ, ଗୋଲମରିଚ-୧୦ଟା, ଲବଂଗ-୪ଟା, ହଳଦି ଗୁଣ୍ଡ-୧ଟି, ତେନ୍ତୁଳି ରସ-୪ଚାମୁଚ ଓ ଆବଶ୍ୟକ ଅନୁସାରେ ଲୁଣ ଏବଂ ପାଣି ନେବେ । ପ୍ରସ୍ତୁତି – ୨ କପ ନଡ଼ିଆ କୋରାରୁ ଗ୍ରାଇଣ୍ଡି ମାଧମରେ ରସ ବାହାର କରି ଅଲଗା ରଖନ୍ତୁ । ଅଦା ଓ ରସୁଣକୁ ଛୋଟ ଛୋଟ କାଟି ରଖନ୍ତୁ । ବାକି ୨କପ …

Non- Vegetarian

ଚିଲି ମାଛ

ଉପକରଣ – ବଡ଼ ମାଛ– ୧୦ ପିସ୍, ପିଆଜ-୪ଟା, ସିମଲା ଲଙ୍କା-୪ଟା, କଞ୍ଚାଲଙ୍କା – ୧୪ଟା, କଟା ଅଦା-୨ ଚାମୁଚ, କଟା ରସୁଣ-୪ଚାମୁଚ, କର୍ଣ୍ଣ ଫୋର-୪ ଚାମୁଚ, ମଇଦା – ୪ଚାମୁଚ, ବଟା ରସୁଣ-୨ ଚାମୁଚ, ଚିଲି ସସ୍-୫ଚାମୁଚ, ସୋୟା ସସ୍-୪ଚାମୁଚ, ବିଲାତି ସସ୍-୮ ଚାମୁଚ, ଧନିଆ ପତ୍ର-୨ବିଡ଼ା, ଗୋଲମରିଚ ଗୁଣ୍ଡ-୨ ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, ଆବଶ୍ୟକତା ଅନୁଯାୟୀ ତେଲ, ଲୁଣ, ହଳଦି ଓ ଚାଇନା ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ …

Non- Vegetarian

ଚିକେନ୍ ତରକାରୀ

ପ୍ରସ୍ତୁତି – ୨ କିଲୋ ଚିକେନ୍‌କୁ ୩୨ ଖଣ୍ଡରେ କାଟି ପରିଷ୍କାର କରିବେ । ସେଥିରେ ବଟା ଅଦା ଓ ରସୁଣ ୨୦ ଗ୍ରାମ୍, ଦହି ୨୦ ଗ୍ରାମ, ସୋରିଷ ତେଲ, ୨୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ଲୁଣ ଗୋଳାଇ ୩୦ ମିନିଟ୍ ପର୍ଯ୍ୟନ୍ତ ରଖିବେ । ଗରମ କରେଇରେ ୧୮୦ ଗ୍ରାମ୍ ତେଲ ପକାଳୁ ସେଥିରେ ୪୦୦ ଗ୍ରାମର କଟା ଆଳୁ ଭାଜି ଅଲଗା ରଖିବେ । ତା’ପରେ ୫୦୦ ଗ୍ରାମର କଟା ପିଆଜ …

Non- Vegetarian

ଚିକେନ୍ ଷ୍ଟ୍ର

ଉପକରଣ – ଚିକେନ-ଦେଢ଼ କିଲୋ, ଚିକେନ୍ ଷ୍ଟକ-ତିନି କପ, ଲହୁଣୀ କିମ୍ବା ଘିଅ – ୧୫୦ ଗ୍ରାମ୍, ଆଲୁ-୪ଟା, ଗାଜର-୪ଟା, ସିମଲା ଲଙ୍କା-୪ଟା, ଗୋଲ ମରିଚ ଗୁଣ୍ଡ ଏକ ଚାମୁଚ, ଦୁଧ-2 କପ, ପିଆଜ-୮ଟା, ଲବଂଗ-୮ଟା, ତେଜ ପତ୍ର-୪ଟା, ହଳଦି ଗୁଣ୍ଡ – ଏକ ଚାମୁଚ, ଲୁଣ- ଏକ ଚାମୁଚ, ମାଂସ ମସଲା-ଏକ ଚାମୁଚ ଓ ମଇଦା-୪ଟେବୁଲ ଚାମୁଚ ନେବେ । ପ୍ରସ୍ତୁତ- ଗରମ ଲହୁଣୀ ବା ଘିଅରେ ଚିକେନ୍ ପକାଇ ୧୦ ମିନିଟ ଭାଜି ଦେବା …

Non- Vegetarian

ଚିକେନ୍ ମାଞ୍ଚୁରିଆନ୍

ଉପକରଣ – ହାଡ଼ ନଥୁବା ଚିକେନ-୧୦୦ଗ୍ରାମ, କର୍ଣ୍ଣଫୋର- ୧୬ ଚାମୁଚ, ଅଜିନ ମଟୋ ଦରକାର ଅନୁସାରେ, ହଳଦୀ-୨ ଚାମୁଚ, ଲଙ୍କା ଗୁଣ୍ଡ-୧ ଚାମୁଚ, ଗୋଲମରିଚ ଗୁଣ୍ଡ – ୨ ଚାମୁଚ, ଅଣ୍ଡା-୨ଟି, ଚିଲି ସସ୍-୮ ଚମୁଚ, ସୋୟାସସ୍-୪ଚାମୁଚ, ଭିନେଗାର-୪ଚାମୁଚ, ଦ୍ବାଇଟ ପିପର-୨ ଚାମୁଚ, କଟା ରସୁଣ-୪ଚାମୁଚ, ଦରକାର ଅନୁସାରେ ତେଲ, ଲୁଣ, ଅରେଞ୍ଜରେଡ଼୍ କଲର ଓ ପାଣି ନେବେ । ପ୍ରସ୍ତୁତି-ପ୍ରଥମେ ଚିକେନ୍‌କୁ ଛୋଟ ଛୋଟ ପିସ୍ କରି ପରିଷ୍କାର ଭାବରେ ଧୋଇ ଛାଣି ରଖିବେ । …

Non- Vegetarian

ଚିକେନ୍ ମହାରାଜ

ଉପକରଣ – ଚିକେନ୍-୨କିଲୋ, କାଜୁ-୫୦୦ ଗ୍ରାମ୍, ଚାର, ମଗଜ-୩୦୦ ଗ୍ରାମ,ଅଦା-୨୦୦ ଗ୍ରାମ, ରସୁଣ-୨୦୦ ଗ୍ରାମ, ପିଆଜ-୫୦୦ ଗ୍ରାମ୍, ଗରମ ମସଲା-୫ ଗ୍ରାମ, ପୋଦିନା ପତ୍ର ଗୁଣ୍ଡ-୧୦ ଗ୍ରାମ, ରାଶି-୧୦୦ ଗ୍ରାମ, ଧନିଆ-୧୦୦ଗ୍ରାମ୍, କଞ୍ଚା ଅଣ୍ଡା-୮ଟି, ଦୁଧ୩୦୦ ଗ୍ରାମ, ପେସ୍ତା ବାଦାମ-୫୦ ଗ୍ରାମ, ପୋସ୍ତକ-୫୦ଗ୍ରାମ, ଚିନି-୨୦ ଗ୍ରାମ୍, ଅଜିନା ମଟର-୨୦୦ଗ୍ରାମ, ଚିକେନ ମସଲା-୫ ଗ୍ରାମ୍, ଆବଶ୍ୟକ ଅନୁସାରେ ବଟର, ଘିଅ ଓ ଲୁଣ ନେବେ | ପ୍ରସ୍ତୁତି – ପ୍ରଥମେ ଚିକେନ୍‌କୁ ଛୋଟ ଛୋଟ ଖଣ୍ଡ କରି ପରିଷ୍କାର …

Non- Vegetarian

ଚିକେନ୍ ଫ୍ରାଏ

ପ୍ରସ୍ତୁତି – ୩୦୦ ଗ୍ରାମର-ହାଡ଼ ନଥୁବା ଚିକେନ୍‌କୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ୧୦୦ ଗ୍ରାମ-କର୍ଣ୍ଣଫ୍ଲୋ ର, ୧୦୦ ଗ୍ରାମ-ମଇଦା, ଗୋଟଏ-ଅଣ୍ଡା, ଆବଶ୍ୟକ ଅନୁସାରେ ଲୁଣ ଓ ମସଲା ଗୁଣ୍ଡ ଦେଇ ମିଶ୍ରଣ ତିଆରି କରନ୍ତୁ । ଏହି ମିଶ୍ରଣକୁ ଚିକେନ୍‌ରେ ଗୋଳାଇ ଅଲଗା ରଖନ୍ତୁ । ଏହି ପରି ତିନି ଘଣ୍ଟା ରଖିଲା ପରେ ତେଲରେ ଛାଣି ଦିଅନ୍ତୁ । ଏଥର ଚିକେନ୍ ଫ୍ରାଏ ପ୍ରସ୍ତୁତ ହୋଇଗଲା । ଏହାର ଉପରେ କଟା …

Non- Vegetarian

ଚିଙ୍ଗୁଡି ପତୁଆ

ଉପକରଣ – ୫୦୦ ଗ୍ରାମ-ଛୋଟ ଚିଙ୍ଗୁଡ଼ି, ଦୁଇଟି-ବଡ଼ ଆଳୁ, ପିଆଜ-୩ଟି, ୮ଟି – ରସୁଣ କୋଲା, ହଳଦି ଗୁଣ୍ଡ – ଦୁଇ ଚାମୁଚ, ଶୁଖିଲା ଲଙ୍କା-୪ଟି, ଦୁଇ ଚାମୁଚ-ସୋରିଷ, ଜିରାଦୁଇ ଚାମୁଚ, ୮ ଚାମୁଚ-ସୋରିଷ ତେଲ, ଦୁଇଟି-ବିଲାତି ବାଇଗଣ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ସୋରିଷ, ଜିରା, ଲଙ୍କା ଓ ପିଆଜକୁ ଏକାଠି ବାଟି ରଖନ୍ତୁ । ଦୁଇଟି ପିଆଜ, ଆଳୁ ଓ ବିଲାତି ବାଇଗଣକୁ ଛୋଟ ଛୋଟ କରି …

Non- Vegetarian

ଚିଙ୍ଗୁଡ଼ି ମୁସ୍ମୁସ୍

ଉପକରଣ – ଛେଟ ଚିଙ୍ଗୁଡ଼ି-୫୦୦ ଗ୍ରାମ, ଅରୁଆ ଚାଉଳ-୨କପ, ବଟା, ରସୁଣ –୨ ଚାମୁଚ, ବଟା,ଅଦା-୧ ଚାମୁଚ, କଟା ପିଆଜ-୨ଟି, ବେସନ-୫ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ହଳଦି, ତେଲ ଓ ଲଙ୍କା ଗୁଣ୍ଡ ନେବେ । ପ୍ରସ୍ତୁତି – ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବରେ ନିଶ ଛଡ଼ାଇ ଧୋଇ ଦିଅନ୍ତୁ । ଏଥିରେ ଲୁଣ ଓ ହଳଦି ଗୁଣ୍ଡ ମିଶାଇ ଗୋଳାଇ ରଖନ୍ତୁ । ଶେଷରେ ଚାଉଳ ଗୁଣ୍ଡ କରି ମିଶାଇ ରଖନ୍ତୁ । ଗରମ ତେଲରେ …

Non- Vegetarian

ଚିଙ୍ଗୁଡ଼ି ବରା

ପ୍ରସ୍ତୁତି- ପ୍ରଥମେ ଆବଶ୍ୟକତା ଅନୁସାରେ ଚିଙ୍ଗୁଡ଼ି ନେଇ ତାକୁ ଭଲ କରି ଧୋଇ ଦିଅନ୍ତୁ । ତା’ପରେ ଚିଙ୍ଗୁଡ଼ିକୁ ଭଲ କରି ଭାଜି ତାକୁ ବାଟି ଦିଅନ୍ତୁ । ଏଥିରେ ଜିରା, ସୋରିଷ, ପିଆଜ, ରସୁଣ, ଲଙ୍କା ଓ ହଳଦୀକୁ ଆବଶ୍ୟକତା ଅନୁସାରେ ବାଟି ମିଶାଇ ଦିଅନ୍ତୁ । ଅଠା ଧରିବା ପାଇଁ ପାଞ୍ଚ ଚାମୁଚ ବେସନ ମିଶାଇ ଗୋଳାଇ ଦିଅନ୍ତୁ । ସ୍ବାଦ ଅନୁସାରେ ଲୁଣ ମଧ ମିଶାନ୍ତୁ । ଅଳ୍ପ ତେଲରେ ଛୋଟ ଛୋଟ …

error: Content is protected !!