Showing 91 Result(s)
Vegetarian

ନବରତ୍ନ କୋରମା

ଉପକରଣ- ପନିର-୧୦୦ଗ୍ରାମ୍, ବିଲାତି ବାଇଗଣ- ୧୫୦ ଗ୍ରାମ୍, ଅଦାରସ୫୦ ଗ୍ରାମ, ଛୋଟ କାକୁ ଖଣ୍ଡ-୧ ଚାମୁଚ, ଚୋପାଛଡ଼ା ବାଦାମ-୮ଟି, ଫୁଲକୋବି୧୫୦ ଗ୍ରାମ, ଆଳୁ- ୧୫୦ ଗ୍ରାମ୍, ଗାଜର-୫୦ଗ୍ରାମ୍, ବିନ୍-୫୦ଗ୍ରାମ୍, ମଟର ଛୁଇଁ ମଞ୍ଜି-୨ ଚାମୁଚ, ଦୁଧ-୩ ଚାମୁଚ, ଦହି-ଅଧ କପା, ହଳଦିଗୁଣ୍ଡ-ଅଧ ଚାମୁଚ, ଜିରାଗୁଣ୍ଡ-୧ ଚାମୁଚ, ଲଙ୍କାଗୁଣ୍ଡ-ଅଧ ଚାମୁଚ, ଗରମ ମସଲା ଗୁଣ୍ଡ-ଅଧ ଚାମୁଚ, ଅଦା୫ ଗ୍ରାମ, ରସୁଣ-୫ କୋଲା, କଞ୍ଚାଲଙ୍କା-୨ଟି, ଘିଅ-୫ ଚାମୁଚ, କେଶର-ଟିପେ, ଧନିଆପତ୍ର ଅଚ୍ଛ ଓ ଆବଶ୍ୟକ ମୁତାବକ ଲୁଣ ନେବେ । …

Vegetarian

ନବରତ୍ନ

ଉପକରଣ – ଆଳୁ- ୧୨୫ ଗ୍ରାମ୍, ଫୁଲକୋବି-୧, ୨୫ ଗ୍ରାମ୍, ଗାଜର-୧୨୫ ଗ୍ରାମ୍, ବିଟ୍-୫୦ଗ୍ରାମ୍, ସେଓ – ୧୨୫ ଗ୍ରାମ୍, ଅଙ୍ଗୁରୁ-୧୦୦ ଗ୍ରାମ୍, ମଟର ଛୁଇଁ , ମଞ୍ଜି-୫୦ଗ୍ରାମ୍, ପିଆଜ-୧୨୫ ଗ୍ରାମ, ନଡ଼ିଆ ରସ-ଅଧ କପ, ଘିଅ-୧୨୫ ଗ୍ରାମ୍,କଟା କଞ୍ଚାଲଙ୍କା-୩ଟା, ଦୁଧ-% ଲିଟର, କ୍ରିମ-୧୦୦ଗ୍ରାମ୍, ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି – ସମସ୍ତ ପରିବାକୁ ଧୋଇ ଛୋଟ ଛୋଟ କରି କାଟିଦେବେ । ଏଥିରେ ଲୁଣ ଓ ହଳଦି ମିଶାଇ ଗୋଳାଇ …

Vegetarian

ମୁଗଡ଼ାଲି ଓ ସାଗୁଦାନା ଖେଚୁଡ଼ି

ଉପକରଣ – ମୁଗଡ଼ାଲି-୨କପ୍, ସାଗୁଦାନା-୨କପ୍, ତେଲ କିମ୍ବା ଘିଅ-୪ଚାମୁଚ, ହଳଦି ଗୁଣ୍ଡ-୧ ଚାମୁଚ, ନାଲି ଲଙ୍କା ଗୁଣ୍ଡ-୨ ଚାମୁଚ, କଞ୍ଚାଲଙ୍କା-୪ଟି, କୁମିନ ମଞ୍ଜି -୧ ଚାମୁଚ, ଦରକାର ଅନୁସାରେ ଲୁଣ ଓ ଧନିଆପତ୍ର ନେବେ । ପ୍ରସ୍ତୁତି- ପ୍ରଥମେ ପାଣିରେ ସାଗୁଦାନାକୁ ଘଣ୍ଟାଏ ଓ ମୁଗଡ଼ାଲିକୁ ୨ ଘଣ୍ଟା ବତୁରାନ୍ତୁ । ପ୍ରେସର କୁକରରେ ଦୁଇ ଚାମୁଚ ଘିଅ ବା ତେଲ ଗରମ କରି ସେଥିରେ କୁମିନ ମଞ୍ଜି ପକାନ୍ତୁ । ବତୁରାଇଥିବା ମୁଗଡ଼ାଲି ସହିତ ହଳଦି …

Vegetarian

ମିକ୍ସଡ ଭେଜିଟେବୁଲ

ଉପକରଣ-ଆଳୁ-୨ଟା, ବାଇଗଣ-୧ଟା, ଫୁଲକୋବି ଛୋଟ ଛୋଟ-୪ ପାଖୁଡ଼ା, କଖାରୁ-୫୦ଗ୍ରାମ୍, ଗାଜର-୧ଟା, ଶାଗକଟା-୧ କପ, ବଡ଼ି-୭ଟା, ଫୁଟଣ-ଅଧ ଚାମୁଚ, ହଳଦିଗୁଣ୍ଡ-ଅଧ ଚାମୁଚ, ଶୁଖିଲା ଲଙ୍କା-୨ ଟି, ଆବଶ୍ୟକ ଅନୁସାରେ ତେଲ ଓ ଲୁଣ ନେବେ। ପ୍ରସ୍ତୁତି-ପ୍ରଥମେ ସବୁ ପରିବାକୁ ଭଲକରି ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ । ଶାଗକୁ ମଧ୍ୟ ଛୋଟ ଛୋଟ କାଟି ରଖନ୍ତୁ । ବଡ଼ିକୁ ଭାଜି ରଖନ୍ତୁ । ଗରମ ତେଲ କରେଇରେ ଫୁଟଣ ଓ ଲଙ୍କା ପକାଇ ଫୁଟାନ୍ତୁ । …

Vegetarian

ମିଠା ଡ଼ାଲି

ଉପକରଣ – ହରଡ଼ ଡ଼ାଲି-୨୫୦ ଗ୍ରାମ୍, ଅଦା-ଅଧା ସେ.ମି. ଖଣ୍ଡେ, ସୋରିଷ -3 ଛୋଟ ଚାମୁଚ, ଭଲ ଘିଅ-୧ ଛୋଟ ଚାମୁଚ, ଚିନି-୫ ଚାମୁଚ ଦରକାର ମୁତାବକ ଲୁଣ ଓ ହଳଦି ନେବେ। ପ୍ରସ୍ତୁତି – ହରଡ଼ ଡ଼ାଲିକୁ ଲୁଣ ଓ ହଳଦି ମିଶାଇ ସିଝାନ୍ତୁ । କିନ୍ତୁ ବେଶୀ ପାଣି ଏଥିରେ ଦେବେ ନାହିଁ । ଫଳରେ ଡ଼ାଲି ମୋଟା ହେବ । ଡ଼ାଲି ସିଝିଗଲେ ସେଥିରେ ଛେଚା, ଅଦା ଓ ଚିନି ଦେଇ ଭଲ …

Vegetarian

ମେଥି ଶାଗ

ଉପକରଣ- ମେଥି ଶାଗ-୨ବିଡ଼ା, ଭଜା ମୁଗ ଡାଲି-୫୦ଗ୍ରାମ, ନଡ଼ିଆ କୋରା – ଫାଳେ, ଫୁଟଣ-୧ଛୋଟ ଚାମୁଚ, ଶୁଖିଲା ଲଙ୍କା-୨ଟା, ରସୁଣ-୧୦ କୋଲା, ଆବଶ୍ୟକ ପରିମାଣରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି- ପ୍ରଥମେ ମୁଗ ଡାଲି ଭାଜି କରି ରଖନ୍ତୁ । ମେଥି ଶାଗକୁ ପରିଷ୍କାର କରି ବାଛି ଧୋଇ ପାଣି ଛାଣି ଛୋଟ ଛୋଟ କାଟିକି ରଖନ୍ତୁ । ଗରମ କରେଇରେ ପାଣି ଦେଇ ସେଥିରେ ଭଜା ମୁଗ ଡାଲି, ଲୁଣ ଓ ହଳଦି …

Vegetarian

ମଟର ପନିର ପଲାଉ

ଉପକରଣ – ବାଲାମୀ ଅରୁଆ ଚାଉଳ -୫୦୦ ଗ୍ରାମ, ମଟର ଛୁଇଁ ମଞ୍ଜି -୨ କପ, ଛେନା -୨୫୦ ଗ୍ରାମ, ଜିରା -୨ ଚାମୁଚ, ତେଜ ପତ୍ର – ୪ଟା, ଡ଼ାଲିଚିନି, – ୨ ଖଣ୍ଡ, ଲବଙ୍ଗ – ୪ଟା, ଗୁଜୁରାତି – ୪ଟା, ଘିଅ – ୪ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ତେଲ ଓ ପାଣି ନିଅନ୍ତୁ । ପ୍ରସ୍ତୁତି – ପ୍ରଥମେ ମଟର ଛୁଇଁ ମଞ୍ଜିକୁ ବତୁରାଇ ଦିଅନ୍ତୁ । ଚାଉଳକୁ ଧୋଇ …

Vegetarian

ମସଲା ପନିର

ଉପକରଣ-୫୦୦ ଗ୍ରାମ-ଷ୍ଟିମ ପନିର, ୧୦୦ ଗ୍ରାମ୍-କ୍ୟାପ୍ସିକମ, ବିଲାତି ବାଇଗଣ-୧ଟା, ଧନିଆପତ୍ର-୧ ବିଡ଼ା, ଧନିଆ ପାଉଡ଼ର-୧ ଚାମୁଚ, ଅଦା-ଅଳ୍ପ , ମେଥି-ଅଧ ଚାମୁଚ, ଗରମ ମସଲା-୧ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ସୋରିଷ ତେଲ, ଓ ଲଙ୍କା ଗୁଣ୍ଡ ଦେବେ । ପ୍ରସ୍ତୁତି- ପ୍ରଥମେ ପନିରକୁ ଚାରିକୋଣିଆ ବା ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ । କ୍ୟାପ୍ସିକମ, ବିଲାତି ବାଇଗଣ ଓ ଧନିଆପତ୍ରକୁ ଛୋଟ ଛୋଟ କରି କାଟି ରଖନ୍ତୁ । ଗରମ ତେଲ କରେଇରେ …

Vegetarian

ମସଲାଯୁକ୍ତ ଛଚିନ୍ଦ୍ରା ଭଜା

ଉପକରଣ – ଛଚିନ୍ଦ୍ରା-୮ଟା, ଆଲୁ-୪ଟି, ସୋରିଷ ତେଲ-୬ଚାମୁଚ, ରସୁଣ – ୧୪କୋଲା, କଞ୍ଚାଲଙ୍କା-୫୦ଗ୍ରାମ୍, ଆବଶ୍ୟକ ପରିମାଣରେ ଲୁଣ, ହଳଦି ଓ ତେଲ ନେବେ ପ୍ରସ୍ତୁତି – ପ୍ରଥମେ ଛଚିନ୍ଦ୍ରା ଧୋଇ ସେଥିରୁ ଚୋପା ବାହାର କରିଦିଅନ୍ତୁ । ଏହାକୁ ଗୋଲ ଗୋଲ ଛେଟ ଛୋଟ ଖଣ୍ଡରେ କାଟି ରଖନ୍ତୁ । ଏହାକୁ ଲୁଣ ଓ ହଳଦୀ ପାଣିରେ ସିଝାଇ ରଖନ୍ତୁ । ସିଝିଗଲା ପରେ ଥଣ୍ଡା କରି ରଖନ୍ତୁ । ପୁର ପାଇଁ ଆଳୁ ଦୁଇଟି ସିଝାଇ …

Vegetarian

ମସଲା ଦିଆ ବାଇଗଣ ଭଜା

ଉପକରଣ – ଭଲ ବାଇଗଣ-ଅଧ କିଲୋ, ବେସନ-୧୦୦ଗ୍ରାମ, ଜୁଆଣୀ୨୦ ଗ୍ରାମ୍, ଜିରା-୧୦ ଗ୍ରାମ୍, ଦହି-୧୦୦ଗ୍ରାମ୍, ହଳଦି-୧୦ ଗ୍ରାମ, ଲଙ୍କାଗୁଣ୍ଡ-୧ ଚାମୁଚ, କର୍ଣ୍ଣଫ୍ଲୋର-୨୦ ଗ୍ରାମ, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ବାଇଗଣକୁ ଧୋଇ ପରିଷ୍କାର ଭାବେ ପୋଛି ଦିଅନ୍ତୁ । ବର୍ତ୍ତମାନ ବାଇଗଣକୁ ଗୋଲ ଗୋଲ ଓ ସରୁ ସରୁ କରି କାଟି ଦିଅନ୍ତୁ । ତାପରେ ବେସନ, ଦହି, ହଳଦି, ଲଙ୍କାଗୁଣ୍ଡ, ଜୁଆଣୀ, ଜିରା, ଲୁଣ, ଓ କର୍ଣ୍ଣଫ୍ଲୋରକୁ …

error: Content is protected !!