ଡ଼ାଲମା
ଉପକରଣ – ହରଡ଼ ଡ଼ାଲି-୧ କପ, ଅମୃତ ଭଣ୍ଡା-୧୦୦ଗ୍ରାମ୍, କଞ୍ଚା କଦଳୀ -୧ଟା, ବାଇଗଣ-୧ଟା, ଘିଅ-୧ଟେବୁଲ ଚାମୁଚ, କୋରା ନଡ଼ିଆ-ଆଧା, କପ, ତେଜପତ୍ର-୨ଟା, ଶୁଖଲା ଲଙ୍କା-୧ଟା, ଫୁଟଣ-ଅଧା ଚାମୁଚ, ଜିରା ଗୁଣ୍ଡ-ଅଧା ଚାମୁଚ, ଲଙ୍କାଗୁଣ୍ଡ-୧/୪ ଚାମୁଚ, ଦରକାର । ମୁତାବକ ଲୁଣ ଓ ହଳଦି ଗୁଣ୍ଡ ନେବେ । ପ୍ରସ୍ତୁତି – ପ୍ରଥମେ ହରଡ଼ ଡ଼ାଲିରେ ଲୁଣ ଓ ହଳଦି ପକାଇ ସିଝାନ୍ତୁ । କଞ୍ଚା କଦଳୀ, ଆଳୁ, ବାଇଗଣ ଓ ଅମୃତଭଣ୍ଡାକୁ ଛୋଟ ଛୋଟ କରି …