Non- Vegetarian

କ୍ରିମ୍ ଚିକେନ୍

ପ୍ରସ୍ତୁତି – ୧. କେ.ଜି ଚିକେନ୍‌କୁ ଛୋଟ ଛୋଟ କାଟି ଲୁଣ ଓ ହଳଦି ଦେଇ ସିଝାଇ ଦିଅନ୍ତୁ । ଗୋଟିଏ ପାତ୍ରରେ ତେଲ ଗରମ କରି ଏକ କପା ପିଆଜ ଛେଚି ତା’ ମଧରେ ପକାଇ ଭାଜନ୍ତୁ । ୨୫ ଗ୍ରାମ କାଜୁ ବଟା, ୧୫୦ ଗ୍ରାମ ଦହି ଓ ୪ଟି କଞ୍ଚାଲଙ୍କା ପକାନ୍ତୁ । ଝୋଳ ବହଳିଆ ହୋଇ ଆସିଲେ ସେଥିରେ ଚିକେନକୁ ପକାଇ ଅଳ୍ପ ପାଣି ଦିଅନ୍ତୁ । କିଛି ସମୟ ପରେ କ୍ରିମ୍ ଚିକେନ୍ ତରକାରୀ ପ୍ରସ୍ତୁତ ହୋଇଯିବ ।

Leave a Reply

error: Content is protected !!