ମଟନ ବୋଲବାଲା କବାବ
ଉପକରଣ – ହାଡ଼ ନଥିବା ମାଂସ (ମଟନ୍) -୧ କିଲୋ, ଅଦା-୧୦୦ଗ୍ରାମ୍, ରସୁଣ – ୧୦୦ ଗ୍ରାମ, ବଟା କାଜୁ-୧୦୦ ଗ୍ରାମ୍, ଅଣ୍ଡା-୪ଟା, ଛେଚା ପିଆଜ-୧୦୦ ଗ୍ରାମ୍, ଲେମ୍ବୁ୪ଟା, ଛତୁ-୧୦୦ ଗ୍ରାମ, ବଟର -୨୦୦ ଗ୍ରାମ୍ ଓ ଆବଶ୍ୟକ ଅନୁଯାୟୀ ଲୁଣ ଏବଂ ଧନିଆ ପତ୍ର ଜୋନଜୋବ । ପ୍ରସ୍ତୁତି – ମାଂସକୁ ଭଲ କରି କିମା କରନ୍ତୁ । କିଛି ସମୟ ରଖି ଏଥିରୁ ପାଣି ବାହାର କରି ଦିଅନ୍ତୁ । ଛେଚା ପିଆଜ, ବଟା …