ଚିକେନ୍ ଟିକା
ଉପକରଣ – ହାଡ଼ ନଥିବା ଚିକେନ-୫୦ ଖଣ୍ଡ, ଦହି-୧୦୦ ଗ୍ରାମ୍, ବଟା କଞ୍ଚାଲଙ୍କା – ୨୦ ଗ୍ରାମ୍, ବଟା, ଅଦା ଓ ରସୁଣ-୪ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, କଟା କଞ୍ଚାଲଙ୍କା-ଅଜ, ଲେମ୍ବୁ ରସ-୪ଚାମୁଚ, କଟା ଧନିଆ ପତ୍ର-୨ବିଡ଼ା, ଗରମ ମସଲା-୨ ଚାମୁଚ ଓ ଆବଶ୍ୟକ ଅନୁଯାୟୀ ଲୁଣ ଏବଂ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ ଚିକେନ୍ ଖଣ୍ଡକୁ ଧୋଇ ପରିଷ୍କାର କରି ପାଣି ଛାଣି ରଖନ୍ତୁ । ଗୋଟିଏ ପାତ୍ରରେ ଦହିକୁ ଗୋଳାଇ ସେଥିରେ …