ଚିକେନ୍ ହାଇଦ୍ରାବାଦୀ
ଉପକରଣ – ଚିକେନ-୨ କିଲୋ, ଜିରା ପାଉଡ଼ର-୨୦ ଗ୍ରାମ, ଚିଲି ପାଉଡ଼ର-୨୦ ଗ୍ରାମ, ହଳଦୀ ପାଉଡ଼ର-୧୦ ଗ୍ରାମ୍, ମେଥୁ ପତ୍ର-୨ ଗ୍ରାମ୍, ରିଫାଇନ୍ ତେଲ-୧୦୦ଗ୍ରାମ୍, ଘିଅ୧୦୦ଗ୍ରାମ୍, ଗୁଆ ଘିଅ-୨୦ ଗ୍ରାମ୍, ବଟା ଅଦା ଓ ରସୁଣ-୬୦ ଗ୍ରାମ, ପିଆଜ-୩୦୦ ଗ୍ରାମ୍, ବଟା ଟମାଟୋ-୩୦୦ ଗ୍ରାମ୍, ବଟା କାଜୁ-୧୦୦ ଗ୍ରାମ୍, ଭୃଷଙ୍ଗା ପତ୍ର-୨ ଗ୍ରାମ, ଧନିଆ ପତ୍ର୪୦ ଗ୍ରାମ୍, ଦହି-୩୦୦ ଗ୍ରାମ୍, ଗୋଲମରିଚ -୨ ଗ୍ରାମ, ଗରମ ମସଲା ଗୁଣ୍ଡ ୩୦ ଗ୍ରାମ୍, ଗୁଜୁରାତି ଗୁଣ୍ଡ-୨ ଗ୍ରାମ୍, ବଟା …