Showing 41 Result(s)
Non-Vegetarian Other Regional Foods

ମାଛ ବିରିଆନି

ଉପକରଣ – ୧ କିଲୋ-ବାସୁମତୀ ଚାଉଳ, ୧କିଲୋ-ବଡ଼ ରୋହି ମାଛ, ୮ଟିପିଆଜ, ରସୁଣ- ୧୨ କୋଲା, ତେଜ ପତ୍ର-୪ଟା, ଗୁଜୁରାତି-୪ଟି, ଢ଼ାଲଚିନି-୪ ଖଣ୍ଡ, ଲବଂଗ୮ଟି, ଅଦା-୬ ସେ.ମିର ଖଣୋ, ଘିଅ-୪ ଟେବୁଲ ଚାମୁଚ, ଲାଲ। ଲଙ୍କା-୧-୨ ଟି, ଆବଶ୍ୟକ ଅନୁସାରେ ଲୁଣ, ହଳଦି ଗୁଣ୍ଡ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ୪ଟି ଅଦା ଓ ରସୁଣ ମିଶାଇ ଭଲ କରି ବାଟି ଦେବେ । ଗରମ ତେଲରେ ଲୁଣ ଓ ହଳଦୀ ମିଶାଇ …

Non-Vegetarian Other Regional Foods

କାଠି କବାବ୍

ଉପକରଣ – ହାଡ଼ ନଥିବା ଚିକେନ୍-୪୦୦ ଗ୍ରାମ, ଗରମ ମସଲା-୨୦ ଗ୍ରାମ, ତେଲଛଅ ଚାମୁଚ, ବଡ଼ କାଗଜିଲେମ୍ବୁ-୨ଟା, ଦରକାର ଅନୁସାରେ ଲୁଣ, ଅଦା, ରସୁଣ, କଞ୍ଚାଲଙ୍କା ଓ ଧନିଆ ପତ୍ର ନେବେ । ପ୍ରସ୍ତୁତି – ପ୍ରଥମେ ଚିକେନ୍‌କୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଭଲ କରି ଧୋଇ ସଫା କରି ଏଥିରେ ଲୁଣ ଓ ଲେମ୍ବୁରସ ଦେଇ ରଖନ୍ତୁ । ଅଦା ଓ ରସୁଣକୁ ବାଟି ଚିକେନରେ ମିଶାଇ ଦିଅନ୍ତୁ । ତା’ପରେ …

Non-Vegetarian Other Regional Foods

କସ୍ତୁରୀ କବାବ୍

ପ୍ରସ୍ତୁତି – ୫୦୦ ଗ୍ରାମ୍-ହାଡ଼ ବିହୀନ ଚିକେନ୍‌କୁ – ୧୬ ଖଣ୍ଡ କରି କାଟିବେ । ସେଥିରେ ଅଦା ରସୁଣ ବଟା-୧୨୫ ଗ୍ରାମ୍ ଗୋଳାଇ ୨ଟି ଲେମ୍ବୁର ରସ ଚିପୁଡ଼ି ଦେବେ । ଚିଲି ପାଉଡ଼ର୫ ଗ୍ରାମ, ଧନିଆ ପାଉଡ଼ର-୫ ଗ୍ରାମ, ଜିରା ପାଉଡ଼ର-୫ ଗ୍ରାମ, କଳା ଲୁଣ-୩ ଗ୍ରାମ, ଚାଟ ମସଲା-୩ ଗ୍ରାମ୍, ତେଲ-୫୦ ଗ୍ରାମ, ଚିଜ୍-୫୦ ଗ୍ରାମ, କାଜୁ ବଟା – ୨୦୦ ଗ୍ରାମ୍, କ୍ରିମ୍ ୫୦ ଗ୍ରାମ୍, ଧଳା ଗୋଲମରିଚ ୧୦ ଗ୍ରାମ୍ …

Non-Vegetarian Other Regional Foods

ହଂକଂ ଫିସ୍

ଉପକରଣ – କଣ୍ଟା ନଥିବା ମାଛ-୪୦୦ ଗ୍ରାମ୍, ରିଫାଇନ୍ ତେଲ-୧୦୦ ଗ୍ରାମ, ପିଆଜ ଓ କ୍ୟାପସିକମ-୧୫୦ ଗ୍ରାମ୍, ଅଣ୍ଡା-୨ଟା, ମଇଦା-୧୦୦ ଗ୍ରାମ୍, ମକା ଗୁଣ୍ଡ-୨୦୦ ଗ୍ରାମ୍, ଅଦା-୧୦ ଗ୍ରାମ୍, ରସୁଣ-୧୦ ଗ୍ରାମ୍, ଚିଲି ସସ୍-୫୦ ଗ୍ରାମ୍, ବିଲାତି ସସ୍-୫୦ ଗ୍ରାମ, ସୋୟାବିନ୍ସସ୍-୫୦ ଗ୍ରାମ୍, ଆବଶ୍ୟକ ପରିମାଣରେ ଚାଇନା ଲୁଣ, ପେପର ସଲଟ, ଲୁଣ ଓ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ କଣ୍ଟା ନଥିବା ମାଛକୁ ଧୋଇ ସଫା କରି ଚାରି କୋଣିଆ କରି କାଟିଦିଅନ୍ତୁ …

Non-Vegetarian Other Regional Foods

ହାଇଦ୍ରାବାଦୀ ମାଛ

ଉପକରଣ – ବଡ଼ ମାଛ -୨ କିଲୋ, ପୋସ୍ତକ-୪ଚାମୁଚ, ଧଳା ରାଶି-୮ଚାମୁଚ, ପିଆଜ୮ଟି, ଧନିଆ-୪ଚାମୁଚ, ଶୁଖିଲା ଲଙ୍କା-୮ଟି, ଜିରା-୨ ଚାମୁଚ, ଗୋଟେ ନଡ଼ିଆ, ଆବଶ୍ୟକ ଅନୁସାରେ ହେଗୁ, ତେନ୍ତୁଳି, ଫୁଟଣ ଓ ଏକ ଚାମୁଚ ହଳଦି ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଧୋଇ କାତି ବାହାର କରି ପିସ୍ କରି କାଟି ଦିଅନ୍ତୁ । ମାଛରେ ଲୁଣ ଓ ହଳଦି ଗୋଳାଇ ରଖନ୍ତୁ । ଛଅ କପ ପାଣିରେ ତେନ୍ତୁଳିକୁ ବତୁରାଇ ଦିଅନ୍ତୁ । …

Non-Vegetarian Other Regional Foods

ଡ୍ରାଗନ ଚିକେନ୍

ଉପକରଣ – ୨ କିଲୋ-ହାଡ଼ ବିହୀନ ଚିକେନ୍‌କୁ-୮୦ ଖଣ୍ଡ କରି ପରିଷ୍କାର କରନ୍ତୁ । ସେଥିରେ ୮ଟି-କଞ୍ଚା ଅଣ୍ଡା, ଅଜିନା ମାଟୋ-୧୦ ଗ୍ରାମ, ବେକିଙ୍ଗ ପାଉଡ଼ର-୧୦ ଗ୍ରାମ, କର୍ଣ୍ଣ ଫୋର-୨୦୦ ଗ୍ରାମ, ହଳଦିଆ ର°ଗ-୨୦ ମି.ଲି ଓ ଆବଶ୍ୟକ ପରିମାଣରେ ଲୁଣ ଦେଇ ଭଲ କରି ଫେଣ୍ଟିବେ । ଗରମ ତେଲରେ ଚିକେନ୍‌କୁ ଭଲ କରି ଛାଣିବେ । ଏହାକୁ ବାହାର କରି ଅଲଗା ରଖିବେ । ଗରମ ତେଲରେ ବଟର ୨୦୦ ଗ୍ରାମ୍, ବଟା ରସୁଣ …

Non-Vegetarian Other Regional Foods

ଚିକେନ୍ ଟିକା

ଉପକରଣ – ହାଡ଼ ନଥିବା ଚିକେନ-୫୦ ଖଣ୍ଡ, ଦହି-୧୦୦ ଗ୍ରାମ୍, ବଟା କଞ୍ଚାଲଙ୍କା – ୨୦ ଗ୍ରାମ୍, ବଟା, ଅଦା ଓ ରସୁଣ-୪ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, କଟା କଞ୍ଚାଲଙ୍କା-ଅଜ, ଲେମ୍ବୁ ରସ-୪ଚାମୁଚ, କଟା ଧନିଆ ପତ୍ର-୨ବିଡ଼ା, ଗରମ ମସଲା-୨ ଚାମୁଚ ଓ ଆବଶ୍ୟକ ଅନୁଯାୟୀ ଲୁଣ ଏବଂ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ ଚିକେନ୍ ଖଣ୍ଡକୁ ଧୋଇ ପରିଷ୍କାର କରି ପାଣି ଛାଣି ରଖନ୍ତୁ । ଗୋଟିଏ ପାତ୍ରରେ ଦହିକୁ ଗୋଳାଇ ସେଥିରେ …

Non-Vegetarian Other Regional Foods

ଚିକେନ୍ ପଞ୍ଜାବୀ

ପ୍ରସ୍ତୁତି – ୨ କିଲୋ ଚିକେନ୍‌କୁ ୩୦ ଖଣ୍ଡରେ ବିଭକ୍ତ କରି ଧୋଇ ପରିଷ୍କାର କରି ଛାଣି । ରଖନ୍ତୁ । କରେଇରେ ୧୫୦ ଗ୍ରାମ୍ ତେଲ ଗରମ କରି ସେଥୁରେ ଗୋଟା ମସଲା ୪୦ ଗ୍ରାମ୍ ଓ ଛେଚା ୩୦୦ ଗ୍ରାମ ପିଆଜ ଦେଇ ତାକୁ ଭଲ ଭାବରେ ଭାଜିବେ । ଏହା ବାଦାମୀ ରଙଗ ହେଲା ପରେ ସେଥୁରେ ବଟା ଅଦା ରସୁଣ ୧୫୦ ଗ୍ରାମ୍ ଓ ଲଙ୍କା ଗୁଣ୍ଡା ୪୦ ଗ୍ରାମ୍ ୧୦ …

Non-Vegetarian Other Regional Foods

ଚିକେନ୍ କାଶ୍ମିରୀ

ପ୍ରସ୍ତୁତି – ୨ କିଲୋ ଚିକେନକୁ ୮ ଖଣ୍ଡରେ ବିଭକ୍ତ କରି ଭଲ କରି ଧୋଇ ଛାଣିକି ରଖିବେ । ତା’ଉପରେ ଦହି ୪୦୦ ଗ୍ରାମ୍, କର୍ଣ୍ଣଫେମ୍ବର ୩୦୦ ଗ୍ରାମ୍, ମେଥି ପତ୍ର ୨୦ଗ୍ରାମ, ଚାଇନା ଲୁଣ ୧୦ ଗ୍ରାମ, ଲାଲ ରଙଗ ୨ ଗ୍ରାମ୍ ଓ ୪ଟା ଲେମ୍ବୁର ରସ ତା’ ଉପରେ ଚିପୁଡ଼ି ୨ ଘଣ୍ଟା ପର୍ଯ୍ୟନ୍ତ ରଖିବେ । ଗରମ କରେଇରେ ୫୦୦ ଗ୍ରାମ୍ ତେଲ ଗରମ କରି ସେଥିରେ ଛେଚା ପିଆଜ …

Non-Vegetarian Other Regional Foods

ଚିକେନ୍ କବାବ୍

ଉପକରଣ – ଚିକେନ-୬୦୦ ଗ୍ରାମ୍, ସୋୟା, ସସ୍-୨ ବଡ଼ ଚାମୁଚ, ଲେମ୍ବୁରସ୨ ବଡ଼ ଚାମୁଚ, ତେଲ-୨ ବଡ଼ ଚାମୁଚ, ଚିଲି ସସ୍-୫ଚାମୁଚ, ଅଦା ବଟା-୩ଚାମୁଚ, ଦରକାର ଅନୁସାରେ ଲୁଣ ଏବଂ ହଳଦି ଗୁଣ୍ଡ ନେବେ । ପ୍ରସ୍ତୁତି – ପ୍ରଥମେ ଚିକେନ୍‌କୁ ଭଲ କରି ଧୋଇ ସେଥିରେ ସମସ୍ତ ସାମଗ୍ରୀକୁ ଗୋଳାଇ ୨ ଘଣ୍ଟା ପାଇଁ ଫ୍ରିଜରେ ରଖି ଦିଅନ୍ତୁ । ଓଭାନ୍‌କୁ ଗରମ କରନ୍ତୁ । ବର୍ତ୍ତମାନ ଚିକେନ୍‌କୁ ବାହାର କରନ୍ତୁ । ବଳିଥିବା ମସଲା। …

error: Content is protected !!