Showing 41 Result(s)
Non-Vegetarian Other Regional Foods

ଚିକେନ୍ ହାଇଦ୍ରାବାଦୀ

ଉପକରଣ – ଚିକେନ-୨ କିଲୋ, ଜିରା ପାଉଡ଼ର-୨୦ ଗ୍ରାମ, ଚିଲି ପାଉଡ଼ର-୨୦ ଗ୍ରାମ, ହଳଦୀ ପାଉଡ଼ର-୧୦ ଗ୍ରାମ୍, ମେଥୁ ପତ୍ର-୨ ଗ୍ରାମ୍, ରିଫାଇନ୍ ତେଲ-୧୦୦ଗ୍ରାମ୍, ଘିଅ୧୦୦ଗ୍ରାମ୍, ଗୁଆ ଘିଅ-୨୦ ଗ୍ରାମ୍, ବଟା ଅଦା ଓ ରସୁଣ-୬୦ ଗ୍ରାମ, ପିଆଜ-୩୦୦ ଗ୍ରାମ୍, ବଟା ଟମାଟୋ-୩୦୦ ଗ୍ରାମ୍, ବଟା କାଜୁ-୧୦୦ ଗ୍ରାମ୍, ଭୃଷଙ୍ଗା ପତ୍ର-୨ ଗ୍ରାମ, ଧନିଆ ପତ୍ର୪୦ ଗ୍ରାମ୍, ଦହି-୩୦୦ ଗ୍ରାମ୍, ଗୋଲମରିଚ -୨ ଗ୍ରାମ, ଗରମ ମସଲା ଗୁଣ୍ଡ ୩୦ ଗ୍ରାମ୍, ଗୁଜୁରାତି ଗୁଣ୍ଡ-୨ ଗ୍ରାମ୍, ବଟା …

Non-Vegetarian Other Regional Foods

ଚିକେନ୍ ଗଜବ ମସଲା

ଉପକରଣ – ଚିକେନ୍-୪୦୦ ଗ୍ରାମ, ଛେଳି ମାଂସ-୬୦ ଗ୍ରାମ୍, ଅଣ୍ଡା-୨ଟା, କଟା ପିଆଜ-୧୦୦ ଗ୍ରାମ, ବିଲାତି ବାଇଗଣ-୧୦୦ ଗ୍ରାମ୍, ଅଦା ଓ ରସୁଣ-୨୦୦ ଗ୍ରାମ୍, ଲଙ୍କା – ୧୦୦ଗ୍ରାମ୍, ରିଫାଇନ୍ ତେଲ-୫୦ଗ୍ରାମ, ଡ଼ାଲଚିନି ଗୁଜୁରାତି ଗୁଣ୍ଡ-୧୦ ଗ୍ରାମ୍, ବଟର -୨୦୦ ଗ୍ରାମ୍, କାଜୁ-୨୦୦ ଗ୍ରାମ୍ ଓ ଆବଶ୍ୟକ ପାରିମାଣରେ ଲୁଣ ଏବଂ ପାଣି ନେବେ । ପ୍ରସ୍ତୁତି – ଛେଳି ମାଂସକୁ ଛୋଟ ଛୋଟ କାଟି ଧୋଇ ଛାଣିକି ରଖିବେ । ତା’ସହିତ ଅଣ୍ଡାକୁ ଭା°ଗି ଗୋଳାଇ …

Non-Vegetarian Other Regional Foods

ଟିକେନ୍ ଡ୍ରମ ଷ୍ଟିକ୍

ପ୍ରସ୍ତୁତି – ଏହା ଚିକେନ୍‌ର ଡେଣା ମଧ୍ୟରେ ଥିବା ସରୁ ମାଂସ ଓ ହାଡ଼ରେ ପ୍ରସ୍ତୁତି ହୋଇଥାଏ । ଗୋଟିଏ ପାତ୍ରରେ ବଟା ଅଦା ରସୁଣ ୩୦ ଗ୍ରାମ, ଅଜିନା ମାଟୋ, ୧୦ ଗ୍ରାମ୍, କଳା ଗୋଲ ମରିଚ, କଞ୍ଚା ଅଣ୍ଡା, ୫ଟି, କର୍ଣ୍ଣଫୋର ୧୦୦ ଗ୍ରାମ୍, ମଇଦା। ୧୦୦ ଗ୍ରାମ୍, ସୋୟାବିନ ସସ୍ ୧୦ ଗ୍ରାମ, ଛେଚା, ଅଦା ରସୁଣ ୧୦୦ଗ୍ରାମ, ଛେଚା, କଞ୍ଚାଲଙ୍କା ୨୦ ଗ୍ରାମ୍ ଓ ୨୦ ଗ୍ରାମ୍ ଧନିଆ ପତ୍ରକୁ ଭଲ …

Non-Vegetarian Other Regional Foods

ଚିକେନ୍ ବିରିଆନି

ଉପକରଣ – ୧୫୦୦-ଗ୍ରାମ୍ ଚିକେନ, ୭୫୦ ଗ୍ରାମ-ବାଲାମୀ ଚାଉଳ, ପିଆଜ୫୦୦ ଗ୍ରାମ୍, ଅଦା-୧୦୦ ଗ୍ରାମ୍, ରସୁଣ-୧୦୦ ଗ୍ରାମ, ପୋଦିନା ପତ୍ର-୧ ବିଡ଼ା, କାଜୁ୧୦୦ ଗ୍ରାମ୍, ଖିସ୍ମିସ୍-୫୦ ଗ୍ରାମ, ତେଲ-୫୦୦ ଗ୍ରାମ୍, ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଜାଇତ୍ରୀ, ଜାଇଫଳ, ମିଟ୍ ମସଲା, ଅଳେଇଚ, ଗୁଜୁରାତି, ଗୁଆ ଘିଅ, ଲବଂଗ ଓ ଗୋଲମରିଚ ନେବେ । ପ୍ରସ୍ତୁତି – ପ୍ରଥମେ ଚାଉଳ ଭଲଭାବେ ଧୋଇ ଶୁଖାଇ ଦେବେ । ଚାଉଳକୁ ଭାଜି ଦୁଇଗୁଣ ପାଣି …

Non-Vegetarian Other Regional Foods

ଚାଇନିଜ୍ ଚିକେନ୍

ଉପକରଣ – ଚିକେନ୍-୨୦ ଖଣ୍ଡ, ବଟା ବଡ଼ ପିଆଜ-୨ଟା, ବଟା ଅଦା-୨ ଛୋଟ ଚାମୁଚ, ବେକି°ପାଉଡ଼ର-୧ଛୋଟ ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, ଅଣ୍ଡା-୨ଟା, କର୍ଣ୍ଣଫୁର -୪ ବଡ଼ ଚାମୁଚ, ତେଲ-୨ ଚାମୁଚ, ଗରମ ମସଲା ଗୁଣ୍ଡ-୨ ଛୋଟ ଚାମୁଚ, ଦରକାର ଅନୁସାରେ ଲୁଣ, ତେଲ ଓ ପାଣି ନେବେ । ପ୍ରସ୍ତୁତି – ଗୋଟିଏ ପାତ୍ରରେ ଅଣ୍ଡା, ବେକି’ ପାଉଡ଼ର, ପାଣି, କର୍ଣ୍ଣଫେର ଓ ୨ ଚାମୁଚ ତେଲ ପକାଇ ଭଲ କରି ଫେଣ୍ଟନ୍ତୁ । ବଟା …

Non-Vegetarian Other Regional Foods

ବେକି° କବାବ୍

ଉପକରଣ – ହାଡ଼ ନଥିବା-୧ କିଲୋ ମାଂସ, ଦହି-୨କପା, ୪ଟି-ବଡ଼ ପିଆଜ କଟା ହୋଇଥୁବା, ୬ ଚାମୁଚ-ଘିଅ, ୨ ଚାମୁଚ-କାଜୁ, ୨ ଚାମୁଚ-ଭଜା ବୁଟ ଡ଼ାଲି, ଡ଼ାଲଚିନି ଖଣୋ, ୮ଟି-ଲବଂଗ, ୨ ଚାମୁଚ-ନଡ଼ିଆ କୋରା, ୬ଟି-ଲଙ୍କା ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି – ଏକ ସରୁ କନାରେ ଦହିକୁ ରଖନ୍ତୁ । ଯେପରି ଏହାର ପାଣି ବାହାରି ଯିବ । କନାରୁ ବାହାର କରି ଏହାକୁ ଭଲ କରି ଫେଣ୍ଟି ଦିଅନ୍ତୁ । …

Non-Vegetarian Other Regional Foods

ଅଣ୍ଡା ବିରିଆନି

ଉପକରଣ – ବାଲାମୀ ଚାଉଳ-୨୫୦ ଗ୍ରାମ, ଅଣ୍ଡା-୬ଟା, ପିଆଜ ବଡ଼-୪ଟା, ପୋଦିନା ପତ୍ର-୧ ବିଡ଼ା, ଲବଂଗ-୧୦ ଟା, ଗୋଲମରିଚ -୨୦ ଟା (ଗୋଟା), ଗୋଲମରିଚ ଗୁଣ୍ଡ ୧ଚାମୁଚ, ତେଲ-୧୦୦ଗ୍ରାମ, ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦି ଗୁଣ୍ଡ ନେବେ । ପ୍ରସ୍ତୁତି – ପ୍ରଥମେ ଅଣ୍ଡାକୁ ଭାଙ୍ଗି ଲୁଣ ପକାଇ ଏହାକୁ ଫେଣ୍ଟିବେ । ଗରମ ତେଲରେ ଏହାକୁ ଭାଜି (ଛୋଟ ଛୋଟ) ଭୂଜିଆ ପ୍ରସ୍ତୁତ କରି ରଖିବେ । ଗରମ ତେଲରେ ପିଆଜ ଲମ୍ବା ଲମ୍ବା …

Other Regional Foods

ଭେଜ ବିରିଆନି

ଉପକରଣ – ବାସୁମତୀ ଚାଉଳ-୧ କିଲୋ, ବିନ୍-୩୦୦ ଗ୍ରାମ, ଫୁଲକୋବି -୨ କିଲୋ, ଗାଜର-୩୦୦ ଗ୍ରାମ୍, ବିଟ-୨୦୦ ଗ୍ରାମ୍, କ୍ୟାପସିକମ୍-୨୦୦ ଗ୍ରାମ୍, . ପନିର-୫୦୦ ଗ୍ରାମ, ଡ଼ାଲିଚିନି ଗୁଣ୍ଡ-୧୫ ଗ୍ରାମ୍, ଗୁଜୁରାତି ଗୁଣ୍ଡ-୨୦ ଗ୍ରାମ୍, ଅଳେଇଚ ଗୁଣ୍ଡ-୧୫ ଗ୍ରାମ୍, ଜାଇତ୍ରୀ-୫ ଗ୍ରାମ୍, ଘିଅ-୪୦୦ ଗ୍ରାମ୍, ଗୁଆ ଘିଅ-୧୦୦ ଗ୍ରାମ, କାଜୁ-୧୦୦ ଗ୍ରାମ୍, ଖିସ୍ମିସ୍-୧୦୦ ଗ୍ରାମ, ଚିନି-୨୦ ଗ୍ରାମ୍, ଗୋଲାପ ଜଳ-୧୦ ଗ୍ରାମ, ଦରକାର ଅନୁସାରେ ଲୁଣ ଓ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ ବାସୁମତୀ …

Other Regional Foods

ମୋଗଲାଇ ପଲାଉ

ଉପକରଣ – ବାସୁମତୀ ଚାଉଳ-୫୦୦ ଗ୍ରାମ୍, ବିଲାତି ବାଇଗଣ-୪୦୦ ଗ୍ରାମ, ନଡ଼ିଆ କୋରା-୪ଚାମୁଚ, ବଟର -୨୦୦ ଗ୍ରାମ୍, ଘିଅ-୧୦୦ ଗ୍ରାମ୍, କଞ୍ଚାଲଙ୍କା -୪ଟି, ନାଲିଲଙ୍କା-୪ଟି, ଲବଙ୍ଗ-୫ଟି, ଗୁଜୁରାତି-୫ଟି, ଢ଼ାଲିଚିନି-୫ଟି, ଭୂସୁଙ୍ଗା ପତ୍ର – ୧୩ଟା, ପିଆଜ (ବଡ଼)-୪ଟି, କାଜୁ- ୩୦ଟି, ବାଦାମ-୧୦ଟି, ଅଦା-୩ ଇଞ୍ଚରେ ଖଣ୍ଡେ, ଜିରା-୨ ଚାମୁଚ, ଧନିଆ-୨ ଚାମୁଚ, ଚିନି-୨ ଚାମୁଚ, ଓ ଲୁଣ- ୨ ଚାମୁଚ ନେବେ । ପ୍ରସ୍ତୁତି- ପ୍ରଥମେ ଚାଉଳକୁ ଦରସିଝା ଭାତ କରନ୍ତୁ । ଏହା ଯେପରି ଗୋଟା …

Other Regional Foods

ମାଡ୍ରାସୀ ହରଡ଼ ଡ଼ାଲି

ଉପକରଣ – ହରଡ଼ ଡ଼ାଲି-୨୫୦ ଗ୍ରାମ୍, କଞ୍ଚାଲଙ୍କା-୨ଟି, ପିଆଜ-୧ଟି, ଅଦା ଛୋଟ ଖଣ୍ଡେ, ସୋରିଷ-ଛୋଟ ଚାମୁଚ, ମେଥି-ଛୋଟ ଚାମୁଚ, ଶୁଖୁଲା ଲଙ୍କା୧ଟି, ତେଲ-୧୫ ଗ୍ରାମ୍, ରସୁଣ-୩କୋଲା, ନଡ଼ିଆ କୋରା- ୪ ଚାମୁଚ ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି – ପ୍ରଥମେ ଲୁଣ ଓ ହଳଦି ଦେଇ ଡ଼ାଲିକୁ ସିଝାଇ ଦିଅନ୍ତୁ । ୨ ଚାମୁଚ ନଡ଼ିଆ କୋରା, କଞ୍ଚାଲଙ୍କା, ରସୁଣ, ଅଦା ଓ ପିଆଜ ଫାଳେ ପକାଇ ଭଲକରି ବାଟିଦିଅନ୍ତୁ । …

error: Content is protected !!