Showing 128 Result(s)
Non- Vegetarian

ଦହି ମାଛ

ଉପକରଣ – ବଡ଼ ମାଛ -୬ ପିସ୍, ଦହି-୬ଚାମୁଚ, ପିଆଜ-୨ଟା, ରସୁଣ- ୧୦ କୋଲା, ଜିରା-୨ ଚାମୁଚ, ଧନିଆ-୧ ଚାମୁଚ, ଲାଲ ଲଙ୍କା ଗୁଣ୍ଡ-୩ଚାମୁଚ, ହଳଦି-୩ଚାମୁଚ, ଧନିଆ ପତ୍ର-୨ବିଡ଼ା, ବିଲାତି ବାଇଗଣ-୧ଟା, କଞ୍ଚା ଲଙ୍କା-୬ଟି, ଲେମ୍ବୁରସ-୨ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରୁ କାତି ସଫା କରି ଦିଅନ୍ତୁ । ଏଥିରେ ଲେମ୍ବୁରସ, ଲୁଣ ଓ ହଳଦୀ ପକାଇ ଏକ ଘଣ୍ଟା …

Non- Vegetarian

କ୍ରିମ୍ ଚିକେନ୍

ପ୍ରସ୍ତୁତି – ୧. କେ.ଜି ଚିକେନ୍‌କୁ ଛୋଟ ଛୋଟ କାଟି ଲୁଣ ଓ ହଳଦି ଦେଇ ସିଝାଇ ଦିଅନ୍ତୁ । ଗୋଟିଏ ପାତ୍ରରେ ତେଲ ଗରମ କରି ଏକ କପା ପିଆଜ ଛେଚି ତା’ ମଧରେ ପକାଇ ଭାଜନ୍ତୁ । ୨୫ ଗ୍ରାମ କାଜୁ ବଟା, ୧୫୦ ଗ୍ରାମ ଦହି ଓ ୪ଟି କଞ୍ଚାଲଙ୍କା ପକାନ୍ତୁ । ଝୋଳ ବହଳିଆ ହୋଇ ଆସିଲେ ସେଥିରେ ଚିକେନକୁ ପକାଇ ଅଳ୍ପ ପାଣି ଦିଅନ୍ତୁ । କିଛି ସମୟ ପରେ …

Non- Vegetarian

କୋକନଟ ଗ୍ରେଭୀରେ ଚିକେନ୍

ଉପକରଣ – ଚିକେନ୍-୨କିଲୋ, କୋରା ନଡ଼ିଆ-୪କପ, ଅଦା-୨ ଇଞ୍ଚ ଖଣ୍ଡେ, ସୋରିଷ-୧/୨ କୋଲା, ଶୁଖିଲା ଲଙ୍କା-୮ଟି, ଧନିଆ-୮ଟି ଛୋଟ ଚାମୁଚ, ଜିରା-୧ ଚାମୁଚ, ଗୋଲମରିଚ-୧୦ଟା, ଲବଂଗ-୪ଟା, ହଳଦି ଗୁଣ୍ଡ-୧ଟି, ତେନ୍ତୁଳି ରସ-୪ଚାମୁଚ ଓ ଆବଶ୍ୟକ ଅନୁସାରେ ଲୁଣ ଏବଂ ପାଣି ନେବେ । ପ୍ରସ୍ତୁତି – ୨ କପ ନଡ଼ିଆ କୋରାରୁ ଗ୍ରାଇଣ୍ଡି ମାଧମରେ ରସ ବାହାର କରି ଅଲଗା ରଖନ୍ତୁ । ଅଦା ଓ ରସୁଣକୁ ଛୋଟ ଛୋଟ କାଟି ରଖନ୍ତୁ । ବାକି ୨କପ …

Non- Vegetarian

ଚିଲି ମାଛ

ଉପକରଣ – ବଡ଼ ମାଛ– ୧୦ ପିସ୍, ପିଆଜ-୪ଟା, ସିମଲା ଲଙ୍କା-୪ଟା, କଞ୍ଚାଲଙ୍କା – ୧୪ଟା, କଟା ଅଦା-୨ ଚାମୁଚ, କଟା ରସୁଣ-୪ଚାମୁଚ, କର୍ଣ୍ଣ ଫୋର-୪ ଚାମୁଚ, ମଇଦା – ୪ଚାମୁଚ, ବଟା ରସୁଣ-୨ ଚାମୁଚ, ଚିଲି ସସ୍-୫ଚାମୁଚ, ସୋୟା ସସ୍-୪ଚାମୁଚ, ବିଲାତି ସସ୍-୮ ଚାମୁଚ, ଧନିଆ ପତ୍ର-୨ବିଡ଼ା, ଗୋଲମରିଚ ଗୁଣ୍ଡ-୨ ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, ଆବଶ୍ୟକତା ଅନୁଯାୟୀ ତେଲ, ଲୁଣ, ହଳଦି ଓ ଚାଇନା ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ …

Non-Vegetarian Other Regional Foods

ଚିକେନ୍ ଟିକା

ଉପକରଣ – ହାଡ଼ ନଥିବା ଚିକେନ-୫୦ ଖଣ୍ଡ, ଦହି-୧୦୦ ଗ୍ରାମ୍, ବଟା କଞ୍ଚାଲଙ୍କା – ୨୦ ଗ୍ରାମ୍, ବଟା, ଅଦା ଓ ରସୁଣ-୪ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, କଟା କଞ୍ଚାଲଙ୍କା-ଅଜ, ଲେମ୍ବୁ ରସ-୪ଚାମୁଚ, କଟା ଧନିଆ ପତ୍ର-୨ବିଡ଼ା, ଗରମ ମସଲା-୨ ଚାମୁଚ ଓ ଆବଶ୍ୟକ ଅନୁଯାୟୀ ଲୁଣ ଏବଂ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ ଚିକେନ୍ ଖଣ୍ଡକୁ ଧୋଇ ପରିଷ୍କାର କରି ପାଣି ଛାଣି ରଖନ୍ତୁ । ଗୋଟିଏ ପାତ୍ରରେ ଦହିକୁ ଗୋଳାଇ ସେଥିରେ …

Non- Vegetarian

ଚିକେନ୍ ତରକାରୀ

ପ୍ରସ୍ତୁତି – ୨ କିଲୋ ଚିକେନ୍‌କୁ ୩୨ ଖଣ୍ଡରେ କାଟି ପରିଷ୍କାର କରିବେ । ସେଥିରେ ବଟା ଅଦା ଓ ରସୁଣ ୨୦ ଗ୍ରାମ୍, ଦହି ୨୦ ଗ୍ରାମ, ସୋରିଷ ତେଲ, ୨୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ଲୁଣ ଗୋଳାଇ ୩୦ ମିନିଟ୍ ପର୍ଯ୍ୟନ୍ତ ରଖିବେ । ଗରମ କରେଇରେ ୧୮୦ ଗ୍ରାମ୍ ତେଲ ପକାଳୁ ସେଥିରେ ୪୦୦ ଗ୍ରାମର କଟା ଆଳୁ ଭାଜି ଅଲଗା ରଖିବେ । ତା’ପରେ ୫୦୦ ଗ୍ରାମର କଟା ପିଆଜ …

Non- Vegetarian

ଚିକେନ୍ ଷ୍ଟ୍ର

ଉପକରଣ – ଚିକେନ-ଦେଢ଼ କିଲୋ, ଚିକେନ୍ ଷ୍ଟକ-ତିନି କପ, ଲହୁଣୀ କିମ୍ବା ଘିଅ – ୧୫୦ ଗ୍ରାମ୍, ଆଲୁ-୪ଟା, ଗାଜର-୪ଟା, ସିମଲା ଲଙ୍କା-୪ଟା, ଗୋଲ ମରିଚ ଗୁଣ୍ଡ ଏକ ଚାମୁଚ, ଦୁଧ-2 କପ, ପିଆଜ-୮ଟା, ଲବଂଗ-୮ଟା, ତେଜ ପତ୍ର-୪ଟା, ହଳଦି ଗୁଣ୍ଡ – ଏକ ଚାମୁଚ, ଲୁଣ- ଏକ ଚାମୁଚ, ମାଂସ ମସଲା-ଏକ ଚାମୁଚ ଓ ମଇଦା-୪ଟେବୁଲ ଚାମୁଚ ନେବେ । ପ୍ରସ୍ତୁତ- ଗରମ ଲହୁଣୀ ବା ଘିଅରେ ଚିକେନ୍ ପକାଇ ୧୦ ମିନିଟ ଭାଜି ଦେବା …

Non-Vegetarian Other Regional Foods

ଚିକେନ୍ ପଞ୍ଜାବୀ

ପ୍ରସ୍ତୁତି – ୨ କିଲୋ ଚିକେନ୍‌କୁ ୩୦ ଖଣ୍ଡରେ ବିଭକ୍ତ କରି ଧୋଇ ପରିଷ୍କାର କରି ଛାଣି । ରଖନ୍ତୁ । କରେଇରେ ୧୫୦ ଗ୍ରାମ୍ ତେଲ ଗରମ କରି ସେଥୁରେ ଗୋଟା ମସଲା ୪୦ ଗ୍ରାମ୍ ଓ ଛେଚା ୩୦୦ ଗ୍ରାମ ପିଆଜ ଦେଇ ତାକୁ ଭଲ ଭାବରେ ଭାଜିବେ । ଏହା ବାଦାମୀ ରଙଗ ହେଲା ପରେ ସେଥୁରେ ବଟା ଅଦା ରସୁଣ ୧୫୦ ଗ୍ରାମ୍ ଓ ଲଙ୍କା ଗୁଣ୍ଡା ୪୦ ଗ୍ରାମ୍ ୧୦ …

Non- Vegetarian

ଚିକେନ୍ ମାଞ୍ଚୁରିଆନ୍

ଉପକରଣ – ହାଡ଼ ନଥୁବା ଚିକେନ-୧୦୦ଗ୍ରାମ, କର୍ଣ୍ଣଫୋର- ୧୬ ଚାମୁଚ, ଅଜିନ ମଟୋ ଦରକାର ଅନୁସାରେ, ହଳଦୀ-୨ ଚାମୁଚ, ଲଙ୍କା ଗୁଣ୍ଡ-୧ ଚାମୁଚ, ଗୋଲମରିଚ ଗୁଣ୍ଡ – ୨ ଚାମୁଚ, ଅଣ୍ଡା-୨ଟି, ଚିଲି ସସ୍-୮ ଚମୁଚ, ସୋୟାସସ୍-୪ଚାମୁଚ, ଭିନେଗାର-୪ଚାମୁଚ, ଦ୍ବାଇଟ ପିପର-୨ ଚାମୁଚ, କଟା ରସୁଣ-୪ଚାମୁଚ, ଦରକାର ଅନୁସାରେ ତେଲ, ଲୁଣ, ଅରେଞ୍ଜରେଡ଼୍ କଲର ଓ ପାଣି ନେବେ । ପ୍ରସ୍ତୁତି-ପ୍ରଥମେ ଚିକେନ୍‌କୁ ଛୋଟ ଛୋଟ ପିସ୍ କରି ପରିଷ୍କାର ଭାବରେ ଧୋଇ ଛାଣି ରଖିବେ । …

Non- Vegetarian

ଚିକେନ୍ ମହାରାଜ

ଉପକରଣ – ଚିକେନ୍-୨କିଲୋ, କାଜୁ-୫୦୦ ଗ୍ରାମ୍, ଚାର, ମଗଜ-୩୦୦ ଗ୍ରାମ,ଅଦା-୨୦୦ ଗ୍ରାମ, ରସୁଣ-୨୦୦ ଗ୍ରାମ, ପିଆଜ-୫୦୦ ଗ୍ରାମ୍, ଗରମ ମସଲା-୫ ଗ୍ରାମ, ପୋଦିନା ପତ୍ର ଗୁଣ୍ଡ-୧୦ ଗ୍ରାମ, ରାଶି-୧୦୦ ଗ୍ରାମ, ଧନିଆ-୧୦୦ଗ୍ରାମ୍, କଞ୍ଚା ଅଣ୍ଡା-୮ଟି, ଦୁଧ୩୦୦ ଗ୍ରାମ, ପେସ୍ତା ବାଦାମ-୫୦ ଗ୍ରାମ, ପୋସ୍ତକ-୫୦ଗ୍ରାମ, ଚିନି-୨୦ ଗ୍ରାମ୍, ଅଜିନା ମଟର-୨୦୦ଗ୍ରାମ, ଚିକେନ ମସଲା-୫ ଗ୍ରାମ୍, ଆବଶ୍ୟକ ଅନୁସାରେ ବଟର, ଘିଅ ଓ ଲୁଣ ନେବେ | ପ୍ରସ୍ତୁତି – ପ୍ରଥମେ ଚିକେନ୍‌କୁ ଛୋଟ ଛୋଟ ଖଣ୍ଡ କରି ପରିଷ୍କାର …

error: Content is protected !!