Showing 53 Result(s)
Mixed Chuna Macha Besar
Non- Vegetarian

ମିଶା ମିଶି ଚୁନାମାଛ ବେଶର – Mixed Chuna Macha Besar

“Chuna Macha,” a delightful dish, celebrates the rich flavors of small river fishes like kerandi, mahrali, and jarali. This recipe, enriched with mustard oil and an array of spices, promises a culinary journey through the riverside regions. The aromatic blend of Pancha Futan, combined with the tangy twist from sour orange juice, elevates the traditional …

କଙ୍କଡା ତରକାରି
Non- Vegetarian

କଙ୍କଡା ତରକାରି

ଆବଶ୍ୟକ ସାଗମ୍ରୀ: କଙ୍କଡା- ୪ଟି ଆଳୁ-୨ଟି ପିଆଜ-୧ଟି ଟମାଟୋ-୧ଟି ତେଜପତ୍ର- ୧ଟି ଜୀରା- ୧ଚାମଚ ପୋସ୍ତକ- ୧ଚାମଚ ଧନିଆ- ୧ଚାମଚ ରସୁଣ- ୩ଟି କୋଲା ଅଦା ଧନିଆ ପତ୍ର ଶୁଖିଲା ଲଙ୍କା- ୧ଟି ଗରମ ମସଲା- ୧ଚାମଚ ହଳଦୀ- ୧ଚାମଚ ଲଙ୍କା ଗୁଣ୍ଡ- ୧ଚାମଚ ଲୁଣ- ସ୍ୱାଦ ଅନୁସାରେ ତେଲ- ଆବଶ୍ୟକ ମୁତାବକ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଆଳୁକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। କଡେଇରେ ତେଲ ଗରମ କରି ଆଳୁକୁ ଭାଜି ରଖି ଦିଅନ୍ତୁ। …

ମୁଢ଼ି ଘାଣ୍ଟ
Non- Vegetarian

ମୁଢ଼ି ଘାଣ୍ଟ

ପ୍ରସ୍ତୁତି – ପ୍ରଥମେ ମାଛକୁ କାଟି ଧୋଇ ସେଥିରୁ ଲୁଣ ଓ ହଳଦି ଗୋଳେଇ ଭାଜି ଦିଅନ୍ତୁ । ବୁଟ ଡ଼ାଲିକୁ ଆଗରୁ ବତୁରାଇ ପ୍ରେସର କୁକରରେ ସିଝାଇ ରଖନ୍ତୁ । ଦରକାର ଅନୁସାରେ ମସଲା ବାଟି ରଖନ୍ତୁ । ଗରମ ତେଲ କରେଇରେ ମସଲା କଷି ଲାଲ କରି ଦିଅନ୍ତୁ । ଆବଶ୍ୟକ ଅନୁସାରେ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ । ଏହା ଫୁଟି ତରକାରୀ ପ୍ରସ୍ତୁତ ହୋଇଗଲେ ଓହ୍ଲାଇ ଦେବେ । ବର୍ତ୍ତମାନ ମୁଢ଼ି …

Non- Vegetarian

ମସଲା ମାଛ ଭଜା

ଉପକରଣ – ବଡ଼ ମାଛ – ୧୦ ପିସ୍, କର୍ଣ୍ଣଫୋର-୪ଚାମୁଚ, ମଇଦା-୨ ଚାମୁଚ, ଅଦା ପୋଷ୍ଟ-୪ଚାମୁଚ, ଭିନେଗାର-୨ ଚାମୁଚ, ରସୁଣ ପୋଷ୍ଟ-୪ଚାମୁଚ, ଜିରା ପାଉଡ଼ର – ୨ ଚାମୁଚ, ଧନିଆ ପାଉଡ଼ର-୨ ଚାମୁଚ, କଟା କଞ୍ଚା ଲଙ୍କା-୩ଚାମୁଚ, ସୋୟାସସ୍-୪ଚାମୁଚ, ହଳଦି-୪ଚାମୁଚ, ଧନିଆ ପତ୍ର-୨ବିଡ଼ା, ଦରକାର ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଧୋଇ ତାର କାତି ବାହାର କରି ଦେବେ । ତା’ପରେ ମାଛରେ ହଳଦି, ଲୁଣ, ଅଦା, କଞ୍ଚାଲଙ୍କା, …

ମାଛର ହଳଦି ପାଣି
Non- Vegetarian

ମାଛର ହଳଦି ପାଣି

ପ୍ରସ୍ତୁତି – ପ୍ରଥମେ ମଧୁର ମୀନ ମାଛକୁ ( କେରାଣ୍ଡି ଓ ଜରାଳି ) ଭାଜି ଦେବେ । ଗରମ ତେଲରେ ଗୋଟା କଞ୍ଚାଲଙ୍କା ( ଫାଳ ହୋଇଥିବା), ଫୁଟଣ, କଟା ପିଆଜ ଓ କଟା ବିଲାତି ବାଇଗଣ ପକେଇ ଭାଜି ଦେବେ । ଏଥିରେ ଆବଶ୍ୟକତା ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକେଇବେ । ଦରକାର ଅନୁସାରେ ଖଟା ତୋରାଣି / ପାଣି ଦେବେ । ଏହା ଭଲ କରି ଫୁଟିଗଲା ପରେ ସେଥିରେ …

Non- Vegetarian

ମାଛ ଫ୍ରାଏ

ଉପକରଣ – କଟା ବଡ଼ ମାଛ -୧ କିଲୋ, ତେଲ-୬୦ ଗ୍ରାମ୍, ବିଲାତି ବାଇଗଣ ବଡ଼ – ୪ଟା, ସୋରିଷ-୧୦୦ ଗ୍ରାମ, ପୋସ୍ତ-୧୦୦ ଗ୍ରାମ, ଧନିଆ ପତ୍ର ବଟା-୧ କପ, ଆବଶ୍ୟକ ଅନୁସାରେ ଲୁଣ, ହଳଦି ଗୁଣ୍ଡ ଓ କଞ୍ଚା ଲଙ୍କା ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଭଲ କରି ଧୋଇ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ପକେଇ ଭାଜି ରଖନ୍ତୁ । ଗରମ ତେଲରେ କଟା ପିଆଜ ପକାଇ ଲାଲ ହେବା …

Non- Vegetarian

ମାଛ ଛିଞ୍ଚଡ଼ା

ଉପକରଣ – ଆବଶ୍ୟକ ଅନୁସାରେ ମାଛ, ଆଳୁ, ବାଇଗଣ, କଖାରୁ, ପୋଇ, ଅଦା, ରସୁଣ, ଜିରା, ଧନିଆ, ଲଙ୍କା, ହଳଦି, ତେଲ ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ପରିବାକୁ ସବୁ ଧୋଇ ଲମ୍ବା ଲମ୍ବା କଟା ହେବ । ମାଛକୁ ଲୁଣ ଓ ହଳଦି ମିଶାଇ ଭଲ କରି ଭାଜି ଖଣ୍ଡ ଖଣ୍ଡ କରାହୋଇ ଅଲଗା ରଖିବେ । ପିଆଜ, ଅଦା, ରସୁଣ, ଜିରା, ଧନିଆ ଓ ଲଙ୍କାକୁ ଭଲ କରି ବାଟି …

Non- Vegetarian

ମାଛ ବେସର

ଉପକରଣ-କଣ୍ଟା ନଥିବା କଟା ମାଛ-୫୦୦ ଗ୍ରାମ୍, ଗୋଟା ବୁଟ ୫୦ ଗ୍ରାମ, ଗୋଟେଲେମ୍ବୁ, ପିଆଜ-୪ଟା, ଆଲୁ- ୩୦୦ ଗ୍ରାମ, କଞ୍ଚା ଲଙ୍କା-୮ଟି, ଅଦା-୨ ଇଞ୍ଚର ଖଣ୍ଡେ, ରସୁଣ୧୦ କୋଲା, ବଟା ସୋରିଷ-୫୦ ଗ୍ରାମ୍, ଆବଶ୍ୟକ ଅନୁସାରେ ବଢ଼ି, ଲୁଣ ଓ ହଳଦୀ ନେବେ। ପ୍ରସ୍ତୁତ – ପ୍ରଥମେ ମାଛରେ ଲୁଣ ଓ ହଳଦୀ ମଶାଇ ଗରମ ତେଲରେ ଭାଜ ରଖବ । ଆଳୁ ଓ କଞ୍ଚା କଦଳୀକୁ ଛୋଟ ଛୋଟ କରି କାଟି ଲୁଣ ଓ ହଳଦି …

ତନ୍ଦୁରୀ ପାମ୍ପଲେଟ୍
Non- Vegetarian Other Regional Foods

ତନ୍ଦୁରୀ ପାମ୍ପଲେଟ୍

ଉପକରଣ-ପାମ୍ପଲେଟ୍ ମାଛ -୬୦୦ ଗ୍ରାମ, ସୋରିଷ ବଟା-୧୦ ଗ୍ରାମ୍, ଅଦା ବଟା୧୦ ଗ୍ରାମ୍, ରସୁଣ ବଟା-୧୦ ଗ୍ରାମ୍, ଲେମ୍ବୁ -୨ଟା, ଗରମ ମସଲା-୫ ଗ୍ରାମ, ଜିରା ଗୁଣ୍ଡ-୫ ଗ୍ରାମ୍, ଲଙ୍କା ଗୁଣ୍ଡ-୫ ଗ୍ରାମ୍, ସୋରିଷ ତେଲ-୩ଚାମୁଚ, ଆଚାର (ପିନିଲା)-୧୦ ଗ୍ରାମ, ଲାଲ ର°ଗ-୨ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ପାମ୍ପଲେଟ୍ ମାଛରୁ ପିତ୍ତକୁ କାଟି ବାହାର କରି ଏହାର ଉପରି ଭାଗକୁ ଛୁରୀରେ ଦୁଇ ଭାଗ କରି କାଟି …

error: Content is protected !!