କଦଳୀ ମଞ୍ଜା ଘାଣ୍ଟ
ଉପକରଣ – ଖଣ୍ଡେ-କଦଳୀ ମଞ୍ଜା (କଅଁଳ ହୋଇଥୁବା), ବାସୁମତୀ ଚାଉଳ –୧୦୦ଗ୍ରାମ୍, କୋରା ନଡ଼ିଆ-୧ କପ, କଞ୍ଚାଲଙ୍କା-୨ଟା, ଶୁଖିଲା ଲଙ୍କା-୨ଟି, ଜିରା୧ ଚାମଚ, ତେଜପତ୍ର-୨ଟି, ହଳଦିଗୁଣ୍ଡ-୧ ଚାମୁଚ, ଚିନି-୧ ଚାମୁଚ, ସୋରିଷ ତେଲ-୧୦୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି- ପ୍ରଥମେ କଦଳୀ ମଞ୍ଜାର ଉପର ଅଂଶ ବାହାର କରି ଦେବେ । ଏହାର କଅଁଳ ଅଂଶକୁ ଆଣି ଟିକିଟିକି କରି କାଟିଦେବେ । ସେଥିରେ ଅଳ୍ପ ଲୁଣ ପକାଇ ଏହାକୁ ଭଲ …