Showing 248 Result(s)
Vegetarian

କଞ୍ଚା କଦିଳୀ ଭର୍ତ୍ତା

ପ୍ରସ୍ତୁତି- ପ୍ରଥମେ କଞ୍ଚା କଦଳୀକୁ ତଳ ଉପର କାଟି ମଝିରେ ୨ ଖଣ୍ଡ କରି ସିଝାଇ ଥଣ୍ଡା କରି ଦେବେ । ଏହା ସିଝିଗଲେ ତଳକୁ ଆଣି ଥଣ୍ଡା କରି ଚକଟି ଦେବେ । ଗରମ ତେଲରେ କଟା ପିଆଜ, କଟା ବିଲାତି ବାଇଗଣ, କଟା କଞ୍ଚାଲଙ୍କା ଓ କଟା ଧନିଆପତ୍ର ପକାଇ ଭାଜନ୍ତୁ । ଏହା ଭାଜି ହୋଇଗଲେ ଏଥିରେ ସିଝା କଦଳୀ ଓ ଲୁଣ ଦେଇ ଭଲ କରି ଖଡ଼କି ଦେବେ । ଏଥର …

Vegetarian

କଲରା ଚପ୍

ଉପକରଣ – ବଡ଼ ବଡ଼ କଲରା- ୪ଟି, ସିଝା ଆଳୁ-୧ଟି (ବଡ଼), ବଟା ଅଦା ଓ ରସୁଣ-୧ ଚାମୁଚ, କଟା ପିଆଜ-୨ ଚାମୁଚ, ଲଙ୍କା ଓ ଜିରା-ଅଧ ଚାମୁଚ, ବେସନ-୧ କପ, ଦରକାର ଅନୁସାରେ ଖାଇବା ସୋଢ଼ା, କଳାଜିରା, ଜୁଆଣୀ, ଲୁଣ, ହଳଦି ଗୁଣ୍ଡ ଓ ତେଲ ନେବେ । ପ୍ରସ୍ତୁତି –ପ୍ରଥମେ କଲରା ଗୁଡ଼ିକ ଧୋଇ ମଝିରୁ ଚିରି ଦେବେ । ଏହା ଯେପରି ଗୋଟା ହୋଇ ରହିଥିବ ସେଥିପ୍ରତି ଦୃଷ୍ଟି ଦେବେ । ଲୁଣ …

Vegetarian

କଲରା ଭର୍ତ୍ତା

ପ୍ରସ୍ତୁତି – କଲରାରୁ ଚୋପା ଛଡ଼ାଇ ଏହାକୁ ସିଝାଇ ଦେବେ । ସିଝିଗଲେ ଏହାକୁ ଥଣ୍ଡା କରି ଚକଟି ଦେବେ । ଗରମ ତେଲରେ କଟା ପିଆଜ, କଟା ବିଲାତି , ବାଇଗଣ, କଟା କଞ୍ଚାଲଙ୍କା ଓ ଧନିଆ ପତ୍ର ଦେଇ ଭଲ କରି ଭାଜି ଦେବେ । ଏହା ଭଜା ହୋଇଗଲେ ସେଥିରୁ ଚକଟା କଲରା ଓ ଲୁଣ ପକାଇ ଭଲ କରି ଖଡ଼କି ଓହ୍ଲାଇ ଦେବେ । ବର୍ତ୍ତମାନ କଲରା ଭର୍ତ୍ତା ପ୍ରସ୍ତୁତ ହୋଇଗଲା …

Vegetarian

କଲରା ବରା

ଉପକରଣ – ବଡ଼ କଲରା-୫୦୦ ଗ୍ରାମ, ଛାଣିବା ପାଇଁ ତେଲ-୨୦୦ ଗ୍ରାମୀ, ଅରୁଆ ଚାଉଳ-୧ କପ, ବଟା ମସଲା (ପିଆଜ, ଅଦା, ରସୁଣ, ଲଙ୍କା ଓ ଜିରା) ୪ଚାମୁଚ ଓ ଦରକାର ଅନୁସାରେ ଲୁଣ ନେବେ । ପ୍ରସ୍ତୁତି –ପ୍ରଥମେ ଅଳ୍ପ ପାଣି ଓ ଲୁଣ ଦେଇ କଲରାକୁ ସିଝାଇ ଦିଅନ୍ତୁ । କଲରା ସିଝିଗଲେ ଏହାକୁ ଚକଟି ଦିଅନ୍ତୁ । ବଟା ମସଲା, ଅଳ୍ପ ଆଞ୍ଚରେ ଭାଜି ଏହି କଲରା ଚକଟାରେ ପକାଇ ଚକଟି ଦିଅନ୍ତୁ …

Vegetarian

କଖାରୁ ଫୁଲ ଭଜା

ଉପକରଣ – ଆବଶ୍ୟକ ଅନୁସାରେ କଖାରୁ ଫୁଲ, ଲୁଣ, ତେଲ, ହଳଦି, ଲଙ୍କାଗୁଣ୍ଡ ଓ ଅରୁଆ ଚାଉଳ ନେବେ । ପ୍ରସ୍ତୁତି –ପ୍ରଥମେ କଖାରୁ ଫୁଲକୁ ଚାଉଳରେ ଲଙ୍କାଗୁଣ୍ଡ, ହଳଦି ଓ ଲୁଣ ଦେଇ ବାଟି ଦେବେ । ଏହାକୁ ପିଠଉ ବୋଲି ଭାବିବେ । ୨ଟି କଖାରୁ ଫୁଲକୁ ଏକାଠି କରି ପିଠଉ ମଧ୍ୟରେ ଭଲ କରି ବୁଢ଼ାଇ ଦେବେ । ଗରମ ତେଲରେ କଖାରୁ, ଫୁଲକୁ ଓଲଟାଇ ଓଲଟାଇ ଭାଜିବେ । ଏଥର କଖାରୁ …

Vegetarian

କଖାରୁ ଡଙ୍କ ଚଡ଼ଚଡ଼ି

ଉପକରଣ : କଖାରୁ ଡଙ୍କ-୫ ଖଣ୍ଡ, ୩ଟି-ଆଳୁ, ଛୋଟ ବାଇଗଣ-୨ଟି, କଖାରୁ । -ଛୋଟ ଖଣ୍ଡ, ସୋରିଷ-୧ଟା ଚା’ ଚାମୁଚ, ଜିରା-ଅଧ ଚାମୁଚ, ଶୁଖିଲା ଲଙ୍କା-୨ ଟି, ଛୋଟ ପିଆଜ-୨ଟି, ରସୁଣ-୪କୋଲା, ଛୋଟ ଅଦା ଖଣୋ, ଚିନି-୧ଚାମୁଚ, ହଳଦି-୧ ଚାମୁଚ, ତେଲ-୨୫ ଗ୍ରାମ୍ ଓ ଦରକାର ଅନୁସାରେ ଲୁଣ ନେବେ) । ପ୍ରସ୍ତୁତି- ପ୍ରଥମେ ସୋରିଷ, ଜିରା, ଲଙ୍କା, ପିଆଜ, ରସୁଣ ଓ ଅଦାକୁ ଏକାଠି କାଟି ଦିଅନ୍ତୁ । କଖାରୁ ଡଙ୍କ ଓ ପତ୍ରକୁ ଭଲ …

Vegetarian

କାଗେଜି ଲେମ୍ବୁ ରାଇସ

ଉପକରଣ – ସରୁ ଅରୁଆ ଚାଉଳ-ଅଢ଼େଇ କପ, କାଗେଜି ଲେମ୍ବୁ-୧ଟା, ମେଥି ପାଉଡ଼ର-1/8 ଚାମୁଚ, ରିଫାଇନ୍ ତେଲ-‘4କପ, ବୁଟ ଡାଲି-୩ ଚା’ ଚାମୁଚ, ସୋରିଷ-1/8 ଚାମୁଚ, ଭୂସୁଙ୍ଗା ପତ୍ର-୭ଟା, ଶୁଖିଲା ଲଙ୍କା-୫ଟା, ହେଙ୍ଗୁ-୧ଟା ଛୋଟ (ବୁଟ, ଡାଲି ସାଇଜର), ଦରକାର ମୁତାବକ ଲୁଣ ଓ ହଳଦି ନେବେ ପ୍ରସ୍ତୁତି – ଲେମ୍ବୁରସ ବାହାର କରି ଅଲଗା ରଖନ୍ତୁ । ଯେତିକି ରସ ସେତିକି ପାଣି ମିଶାଇ ଛାଣି ରଖନ୍ତୁ । ରିଫାଇନ ଗରମ ତେଲରେ ସୋରିଷ ଫୁଟାନ୍ତୁ …

Vegetarian

କଦଳୀ ମଞ୍ଜା ଘାଣ୍ଟ

ଉପକରଣ – ଖଣ୍ଡେ-କଦଳୀ ମଞ୍ଜା (କଅଁଳ ହୋଇଥୁବା), ବାସୁମତୀ ଚାଉଳ –୧୦୦ଗ୍ରାମ୍, କୋରା ନଡ଼ିଆ-୧ କପ, କଞ୍ଚାଲଙ୍କା-୨ଟା, ଶୁଖିଲା ଲଙ୍କା-୨ଟି, ଜିରା୧ ଚାମଚ, ତେଜପତ୍ର-୨ଟି, ହଳଦିଗୁଣ୍ଡ-୧ ଚାମୁଚ, ଚିନି-୧ ଚାମୁଚ, ସୋରିଷ ତେଲ-୧୦୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି- ପ୍ରଥମେ କଦଳୀ ମଞ୍ଜାର ଉପର ଅଂଶ ବାହାର କରି ଦେବେ । ଏହାର କଅଁଳ ଅଂଶକୁ ଆଣି ଟିକିଟିକି କରି କାଟିଦେବେ । ସେଥିରେ ଅଳ୍ପ ଲୁଣ ପକାଇ ଏହାକୁ ଭଲ …

Vegetarian

କଞ୍ଚା କଦଳୀ ଚପ୍

ଉପକରଣ – କଞ୍ଚା କଦଳୀ-୪ଟି, ଆଳୁ -୨ ଟି, ପିଆଜ-୨ ଟି, ଆବଶ୍ୟକ ପରିମାଣରେ ଲୁଣ, ତେଲ, ବେସନ, ଖାଇବା ସୋଢ଼ା, କଳାଜିରା ଓ ଧନିଆ ପତ୍ର ନେବ । ପ୍ରସ୍ତୁତି – ପ୍ରଥମେ କଦଳୀକୁ ଧୋଇ ତାହାର ଦୁଇପଟ ଅଂଶକୁ କାଟି ଦେବେ । ତା’ପରେ କଦଳୀକୁ ୨ ଖଣ୍ଡ କରି ଚୋପା ଛଡ଼ାଇ ଦେବେ । ବର୍ତମାନ କଦଳୀ ଓ ଆଳୁକୁ ସିଝାଇ ଦେବେ । ତା’ପରେ ଆଳୁରୁ ଚୋପା ଛଡ଼ାଇ ଦେବେ । …

Vegetarian

କଦଳୀ ଭଣ୍ଡା ଚପ୍

ପ୍ରସ୍ତୁତି –ପ୍ରଥମେ ଗୋଟିଏ କଦଳୀ ଭଣ୍ଡା ନେଇ ତା’ମଧରୁ ଫୁଲ ଗୁଡ଼ିକ ବାଛନ୍ତୁ । ପ୍ରତି ଫୁଲରୁ କେଶର ଓ ପତଳା ଚୋପାକୁ ବାହାର କରି ଦିଅନ୍ତୁ । ତା’ ମଧରୁ ବାକି ଅଂଶକୁ ଅଲଗା ରଖନ୍ତୁ । ଏଥିରେ ହଳଦି ଓ ଲୁଣ ପକାଇ ସିଝାଇ ଦିଅନ୍ତୁ । ଏଗୁଡ଼ିକ ମଧରୁ ପାଣି ବାହାର କରି ଚିପୁଡ଼ି ଦିଅନ୍ତୁ । ଗରମ ତେଲରେ କଟା ପିଆଜକୁ ଭଲ ଭାବରେ ଭାଜି ଦିଅନ୍ତୁ । ତା’ପରେ ସେଥିରେ …

error: Content is protected !!