Showing 248 Result(s)
Vegetarian

ଗୋଟା ମୁଗ ଓ କଞ୍ଚା କଦଳୀ

ଉପକରଣ – କଞ୍ଚା କଦଳୀ-୪ଟା, ଗୋଟା ମୁଗଡ଼ାଲି-୨କପ୍, ଶୁଖଲା ଲଙ୍କା -୪ଟି, ମେଥି-୧ ଚାମୁଚ, ସୋରିଷ-୧ ଚାମୁଚ, ତେଲ-୮ ଚାମୁଚ, ପିଆଜ-୨ଟା, ରସୁଣ – ୧୦ କୋଲା, କୋରା ନଡ଼ିଆ-୧ଟା, କଞ୍ଚାଲଙ୍କା-୭ଟା, ଆବଶ୍ୟକ ମୁତାବକ ଲୁଣ ଓ ହଳଦି ଗୁଣ୍ଡ ନେବେ । ପ୍ରସ୍ତୁତି – ପ୍ରଥମେ ଗୋଟା ମୁଗରେ ଲୁଣ ଓ ହଳଦି ଦେଇ ସିଝାନ୍ତୁ । ଏହା ସିଝିଗଲା ପରେ କଦଳୀକୁ ଛୋଟ ଛୋଟ କରି କାଟି ଏଥିରେ ପକାନ୍ତୁ । ଏହା । …

Vegetarian

ଗୋଟା ଭେଣ୍ଡି ଭଜା

ଉପକରଣ – ଭେଣ୍ଟି-୨୫୦ ଗ୍ରାମ୍, ଆମଚୁର-୧ଟେବୁଲ ଚାମୁଚ, ଗରମ ମସଲା-ଅଧ ଚାମୁଚ, ତେଲ-୨ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ଓ ଧନିଆ ଗୁଣ୍ଡ ନେବେ । ପ୍ରସ୍ତୁତି- ପ୍ରଥମେ ଭେଣ୍ଡିଗୁଡ଼ିକ ଭଲକରି ଧୋଇ ସେଥିରୁ ପାଣି ନିଗାଡ଼ି ଦେବେ । ତା’ପରେ ଏହାର ଭୁଣ୍ଡି କାଟି ଦେବେ । ଏହାକୁ ତଳ ଅଂଶରୁ ଅଳ୍ପ କାଟି ଦେବେ । ଗୋଟା ଆକାରରେ ଭେଣ୍ଡିର ମଝିକୁ ଚିରି ଦେବେ ଯେପରି ଏହା ଗୋଟା ରହିବ …

Vegetarian

ଘାଣ୍ଟ ତରକାରୀ

ଉପକରଣ – ଆଳୁ-୪୦୦ ଗ୍ରାମ୍, ବାଇଗଣ-୨୦୦ ଗ୍ରାମ୍, ସାରୁ-୧୦୦ଗ୍ରାମ, କଖାରୁ-୧୦୦ଗ୍ରାମ୍, କଞ୍ଚା କଦଳୀ-୨ଟା, ଲାଉ– ୧୦୦ ଗ୍ରାମ୍, ଜହ୍ନି-୧୦୦ ଗ୍ରାମ୍, ପାଣିକଖାରୁ-୧୦୦ଗ୍ରାମ୍, ଗୋଟାବୁଟ-୧୦୦ଗ୍ରାମ୍, ଗୋଟା ମୁଗ-୧୦୦ଗ୍ରାମ, ବୁଢ଼ା କାକୁଡ଼ି-୧୦୦ ଗ୍ରାମ, ଫାଳ ନଡ଼ିଆ, ଝୁଡ଼ଙ୍ଗ-୫୦ଗ୍ରାର୍ମ, ଖଡ଼ା ଛୋଟ ଗଛ-୧ଟା, ଓଉ ଫଳେ, ପୋଇ ଡ଼ଙ୍କ-ଛୋଟ ଖଣ୍ଡେ, ଫୁଟଣ-୨ ଚାମୁଚ, ପିଆଜ-୨ଟା, ତେଜପତ୍ର -୫ଟି, ଶୁଖଲା ଲଙ୍କା-୫ଟି, ଜିରା-୩ ଚାମୁଚ, ଆବଶ୍ୟକ ଅନୁସାରେ ତେଲ, ଲୁଣ, ହଳଦି ଓ ପାଣି ନେବେ । ପ୍ରସ୍ତୁତି – ଦୁଇଦିନ ପୂର୍ବରୁ …

Vegetarian

ଡ଼ାଲମା

ଉପକରଣ – ହରଡ଼ ଡ଼ାଲି-୧ କପ, ଅମୃତ ଭଣ୍ଡା-୧୦୦ଗ୍ରାମ୍, କଞ୍ଚା କଦଳୀ -୧ଟା, ବାଇଗଣ-୧ଟା, ଘିଅ-୧ଟେବୁଲ ଚାମୁଚ, କୋରା ନଡ଼ିଆ-ଆଧା, କପ, ତେଜପତ୍ର-୨ଟା, ଶୁଖଲା ଲଙ୍କା-୧ଟା, ଫୁଟଣ-ଅଧା ଚାମୁଚ, ଜିରା ଗୁଣ୍ଡ-ଅଧା ଚାମୁଚ, ଲଙ୍କାଗୁଣ୍ଡ-୧/୪ ଚାମୁଚ, ଦରକାର । ମୁତାବକ ଲୁଣ ଓ ହଳଦି ଗୁଣ୍ଡ ନେବେ । ପ୍ରସ୍ତୁତି – ପ୍ରଥମେ ହରଡ଼ ଡ଼ାଲିରେ ଲୁଣ ଓ ହଳଦି ପକାଇ ସିଝାନ୍ତୁ । କଞ୍ଚା କଦଳୀ, ଆଳୁ, ବାଇଗଣ ଓ ଅମୃତଭଣ୍ଡାକୁ ଛୋଟ ଛୋଟ କରି …

Vegetarian

ଛତୁ ଚପ୍

ଉପକରଣ- ଛତୁ-୫୦୦ ଗ୍ରାମ୍, ପିଆଜ-୨ଟି, ରସୁଣ-୧୦ କୋଲା, ଆବଶ୍ୟକ ଅନୁସାରେ ବେସନ, ଜୁଆଣୀ, ଖାଇବା ସୋଢ଼ା, କଳାଜିରା, ଲଙ୍କାଗୁଣ୍ଡ, ହଳଦି ଗୁଣ୍ଡ ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ଛତୁର ଫୁଲ ଅଂଶକୁ ଭଲ ଭାବରେ ଧୋଇ ପରିଷ୍କାର କରି ଚିପୁଡ଼ି ଦିଅନ୍ତୁ । ପିଆଜ, ରସୁଣ ଓ ଅଦାକୁ ଭଲ କରି ଚିକ୍କଣ ଭାବରେ ବାଟି ଦିଅନ୍ତୁ ।ଛତୁର ଫୁଲ ଆକାର ବଡ଼ ଯେପରି ନ ରୁହେ । ନ ହେଲେ ଛତୁକୁ …

Vegetarian

ଛତୁ ଭଜା

ଉପକରଣ – ଛତୁ-୪୦୦ ଗ୍ରାମ୍, ବେସନ-୨୦୦ ଗ୍ରାମ୍, ଅଦା-୩୦ ଗ୍ରାମ୍, ରସୁଣ – ୧୬ କୋଲା, ଅଜ୍ଵାନ ମଞ୍ଜି-୪ ଗ୍ରାମ, ତେନ୍ତୁଳି-୩୦ ଗ୍ରାମ୍, ଚଣା ଗୁଣ୍ଡ-୨୦ ଗ୍ରାମ୍ , ବାଦାମ ଗୁଣ୍ଡ-୨୦ ଗ୍ରାମ୍, ଚାଉଳ ଗୁଣ୍ଡ-୨୦ ଗ୍ରାମ୍, ଦରକାର ଅନୁସାରେ ଲଙ୍କାଗୁଣ୍ଡ, ହଳଦିଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଖାଇବା ସୋଢ଼ା, ତେଲ ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ଛତୁକୁ ଧୋଇ ପରିଷ୍କାର କରି ରଖନ୍ତୁ । ବେସନ ଗୋଳାଇ ସେଥିରେ ଅଜ୍ଵାନ ମଞ୍ଜି ଖାଇବା …

Vegetarian

ଛଙ୍କା ତରକାରୀ

ଉପକରଣ – ଆଳୁ-୨୦୦ ଗ୍ରାମ, କଖାରୁ-୧୦୦ଗ୍ରାମ୍, କଞ୍ଚା କଦଳୀ-୨ଟା, ଖମ୍ବ ! ଆଲୁ-୫୦ଗ୍ରାମ୍, ବିଲାତି ବାଇଗଣ-୨ଟା, ବଡ଼ି-୨୫ ଗ୍ରାମ, ସଜନା ଛୁଇଁ-୪ଟା, ଜିରା-୧୦ ଗ୍ରାମ୍, ବାଇଗଣ-୧୦୦ଗ୍ରାମ୍, ଅଦା-୧୫ ଗ୍ରାମ୍, ରସୁଣ-୧୫ ଗ୍ରାମ୍, ଧନିଆ -୫ ଗ୍ରାମ, ଶୁଖଲା ଲଙ୍କା-୪ଟି, ଧନିଆ ପତ୍ର-୧ ବିଡ଼ା, ପାଞ୍ଚ ଫୁଟଣ-୧୦ ଗ୍ରାମ, ନେଳି ମଟର- ୨୫ ଗ୍ରାମ୍, ହଳଦି ଗୁଣ୍ଡ-୫ ଗ୍ରାମ୍, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ଆଳୁ, କଖାରୁ, ଖମ୍ବଆଳୁ, ବାଇଗଣ, …

Vegetarian

ଛେନା ମଟର ତରକାରୀ

ଉପକରଣ- ଛେନା-୫୦୦ ଗ୍ରାମ, ମଟର ଛୁଇଁ ମଞ୍ଜି-୨କପ୍, ପିଆଜ-୪ଟା, କଞ୍ଚାଲଙ୍କା-୪ଟା, ବଟା ଅଦା-ଅଧ ଚାମୁଚ, ବଟା ରସୁଣ ଅଧ ଚାମୁଚ, ଘିଅ-୨କପ, ଦୁଧ-୨କପ, କ୍ରିମ-୪ ଚାମୁଚ, ଦରକାର ଅନୁସାରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି- ମଟର ଛୁଇଁରୁ ମଞ୍ଜି ଛଡ଼ାଇ ରଖନ୍ତୁ । ଚିପୁଡ଼ା ଛେନାକୁ ଛୋଟ ଛୋଟ କରି ଘିଅରେ ଛାଣି ରଖନ୍ତୁ । ଗରମ ଘିଅରେ କଟା ପିଆଜ ପକାଇ ଭାଜନ୍ତୁ । ସେଥିରେ ମସଲା ଏବଂ ମଟର ମଞ୍ଜି ପକାଇ …

Vegetarian

ଛେନା ଦିଆ ବୁଟ ଡ଼ାଲି

ଉପକରଣ – ୪କପ୍-ବୁଟ ଡ଼ାଲି , ୨କପ୍-ଚିପୁଡ଼ା ଛେନା, ଅଟା-୨ ଚାମୁଚ, ପିଆଜ କଟା-୧ ଟା, ଅଦା-୧ ଇଞ୍ଚିର ଖଣ୍ଡ, ତେଜପତ୍ର-୪ଟି, ଚିନି-୨ ଚାମୁଚ କଞ୍ଚାଲଙ୍କା-୪ଟି, ଜିରା-୪ଚାମୁଚ, ଡ଼ାଲିଚିନି-୪ ଖଣ୍ଡ, ଲବଙ୍ଗ-୪ଟି, ଗୁଜୁରାତି-୪ଟି, ତେଲ-୪ ଟେବୁଲ ଚାମୁଚ, ଆବଶ୍ୟକ ପରିମାଣ ଅନୁଯାୟୀ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି – ପ୍ରଥମେ ବୁଟ ଡ଼ାଲିକୁ ଲୁଣ ଓ ହଳଦି ମିଶାଇ ସିଝାଇବେ । କଞ୍ଚାଲଙ୍କାକୁ ମଝିରୁ ଫାଳ କରି (ସଂପୂର୍ଣ୍ଣ କାଟିବେ ନାହିଁ) ପକେଇବେ । …

Vegetarian

ବୁଟ ଡାଲି ଓ ଶାଗ

ଉପକରଣ- ବୁଟଡାଲି-୨ କପ, କଟା ଶାଗ-୨କପ୍, ଅଦା-୩ଇଞ୍ଚର ଖଣ୍ଡେ, ଆଲୁ-୪ଟି, ବଡ଼ ବିଲାତି ବାଇଗଣ-୨ଟି, ଧନିଆ ଗୁଣ୍ଡ-୧ ଚାମୁଚ, ଲଙ୍କାଗୁଣ୍ଡ ୧ଚାମୁଚ, ହଳଦି ଗୁଣ୍ଡ-୧ ଚାମୁଚ, ତେଲ-୪ଚାମୁଚ ଓ ଦରକାର ଅନୁସାରେ ଲୁଣ ନେବେ। ପ୍ରସ୍ତୁତି- ପ୍ରଥମେ ବୁଟ ଡାଲିକୁ ଭଲକରି ବତୁରାଇ ଦିଅନ୍ତୁ । ତା’ପରେ ତାକୁ ଭଲକରି ଧୋଇ ଦିଅନ୍ତୁ । ସେଥିରେ କଟାଶାଗ, କଟା ଆଳୁ, କଟା ବିଲାତି ବାଇଗଣ, ଲୁଣ, ହଳଦି ଓ ଆବଶ୍ୟକ ଅନୁସାରେ ପାଣି ପକେଇ ସିଝାଇ ଦିଅନ୍ତୁ …

error: Content is protected !!