ଭେଣ୍ଡି ପୋସ୍ତ
ଉପକରଣ-ଭେଣ୍ଡି-୧୦ଟା, ପୋସ୍ତ-୪ଚାମୁଚ, ରସୁଣ-୮କୋଲା, କଞ୍ଚାଲଙ୍କା୩ଟା, ପିଆଜ-୧ଟା, ଧନିଆପତ୍ର ଅଚ୍ଛ, ଫୁଟଣ-୧ ଚାମୁଚ, ଦରକାର ଅନୁସାରେ ତେଲ ଓ ଲୁଣ ନେବେ । । ପ୍ରସ୍ତୁତି-ପ୍ରଥମେ ଭେଣ୍ଡିକୁ ଭଲ ଭାବରେ ଧୋଇ ଦେବେ । ଏହାକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ । ପୋସ୍ତ, ରସୁଣ ଓ କଞ୍ଚାଲଙ୍କାକୁ ଚିକ୍କଣ କରି ବାଟି ଦିଅନ୍ତୁ । ଗରମ ତେଲ କରାଇରେ ଭେଣ୍ଡି ସହିତ ଅଳ୍ପ, ଲୁଣ ପକାଇ ଭାଜି ଅଲଗା ରଖନ୍ତୁ । ଗରମ ତେଲରେ ଫୁଟଣ …