ମସଲା ପନିର
ଉପକରଣ-୫୦୦ ଗ୍ରାମ-ଷ୍ଟିମ ପନିର, ୧୦୦ ଗ୍ରାମ୍-କ୍ୟାପ୍ସିକମ, ବିଲାତି ବାଇଗଣ-୧ଟା, ଧନିଆପତ୍ର-୧ ବିଡ଼ା, ଧନିଆ ପାଉଡ଼ର-୧ ଚାମୁଚ, ଅଦା-ଅଳ୍ପ , ମେଥି-ଅଧ ଚାମୁଚ, ଗରମ ମସଲା-୧ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ସୋରିଷ ତେଲ, ଓ ଲଙ୍କା ଗୁଣ୍ଡ ଦେବେ । ପ୍ରସ୍ତୁତି- ପ୍ରଥମେ ପନିରକୁ ଚାରିକୋଣିଆ ବା ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ । କ୍ୟାପ୍ସିକମ, ବିଲାତି ବାଇଗଣ ଓ ଧନିଆପତ୍ରକୁ ଛୋଟ ଛୋଟ କରି କାଟି ରଖନ୍ତୁ । ଗରମ ତେଲ କରେଇରେ …